"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଅଦରକାରୀ ଅକ୍ଷର କଢ଼ାଗଲା
୧୧ କ ଧାଡ଼ି:
* [[ଆଶ୍ୱିନ]] କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ।
* ଆଶ୍ୱିନ ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ।
* [[କାର୍ତ୍ତିକ]] ଶୁକ୍ଳ ଷଷ୍ଠୀ: ନାଡ଼ୀ ଷଷ୍ଠୀ – ସ୍କନ୍ଦସ୍କନ୍ଧ ପୂଜା, [[ଛଠ ପୂଜା]] ।
* [[ମାର୍ଗଶୀର]] ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ/ ଓଢ଼ଣ ଷଷ୍ଠୀ/ ଗୁହ ଷଷ୍ଠୀ ।
: ଏହି ଦିନଠାରୁ [[ଶ୍ରୀମନ୍ଦିର]]ରେ ଘୋଡ଼ ବା ଶୀତବସ୍ତ୍ର ଲାଗି ଆରମ୍ଭ ହୁଏ ।
* [[ପୌଷ]] ଶୁକ୍ଳ ଷଷ୍ଠୀ: ଅନ୍ନ ଷଷ୍ଠୀ – ଲକ୍ଷ୍ମୀ ପୂଜା ।
* [[ମାଘ]] ଶୁକ୍ଳ ଷଷ୍ଠୀ: ଶୀତଳା ଷଷ୍ଠୀ ।
* [[ଚୈତ୍ର]] ଶୁକ୍ଳ ଷଷ୍ଠୀ: ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଦସ୍କନ୍ଧ ଷଷ୍ଠୀ – [[କାର୍ତ୍ତିକେୟ]] ପୂଜା ଓ ଉପବାସ ।
: ମତାନ୍ତରେ ଫାଲ୍ଗୁନ କୃଷ୍ଣ ଷଷ୍ଠୀକୁ ସ୍କନ୍ଦସ୍କନ୍ଧ ଷଷ୍ଠୀ ବୋଲାଯାଏ । ଷଷ୍ଠୀରେ ଦେହରେ ତୈଳ ଲଗାଇବା ନିଷିଦ୍ଧ; ଷଷ୍ଠୀରେ ଯାତ୍ରା କଲେ ଲୋକ ବ୍ୟାଧିଯୁକ୍ତ ହୁଏ ଷଷ୍ଠୀ ତିଥିରେ ଜାତ ବ୍ୟକ୍ତି ବିଦ୍ୱାନ୍, ବରିଷ୍ଠ, ଚତୁର, ସୁକୀର୍ତ୍ତି, ପ୍ରଲମ୍ବାହୁ, ବ୍ରଣକୀର୍ଣ୍ଣ ଗାତ୍ର, ସତ୍ୟପ୍ରତିଷ୍ଠ, ଧନପୁତ୍ରଯୁକ୍ତ ଓ ଚିରାୟୁ ହୁଅନ୍ତି ।<ref>{{cite web|url=http://dsalsrv02.uchicago.edu/cgi-bin/philologic/getobject.pl?p.39:17.praharaj|title=ଷଷ୍ଠୀ|publisher=|accessdate=24 March 2016}}</ref>
 
== ଆଧାର ==
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି