"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯୫ କ ଧାଡ଼ି:
* [[ବ୍ୟାସ ସରୋବର]]
* [[ଗ୍ରହରାଜ ଶନିଶ୍ଚର ମନ୍ଦିର,ବ୍ୟାସନଗର]]
* [[ଅଶୋକଝର|ଅଶୋକ ଝର]]
 
ଅଭିନବ ଯାଜପୁର
 
ଇତିହାସ ଯାର ଶେଷ ନିଦ୍ରାରତ
 
କାଳର କରାଳ ଗ୍ରାସେ ଅବନତ
 
କୀର୍ତ୍ତିରାଜି ଚିହ୍ନ ବିଦୃଶ୍ୟ ବିନଷ୍ଟ
 
ଅଦୃଶ୍ୟ ପ୍ରସ୍ତର ଚାରୁ ଚିତ୍ରପଟ
 
ସୂର୍ଯ୍ୟ ଅସମର୍ଥ ତିମିର ଭେଦନେ
 
ଅନ୍ଧାରୀ ମୂଲକ ଏହା ପ୍ରତିକ୍ଷଣେ
 
ଶୁଭୁନାହିଁ ଯଜ୍ଞାହୂତି ମନ୍ତ୍ର ଧ୍ଵନି
 
ମିଶୁନାହିଁ ଧୁମ ନଭଶ୍ଚୁମୀ ଘେନି
 
ପୁଣ୍ୟ ବେଦପୋଥି ସଲିଳ ସମାଧି
 
ବୃଦ୍ଧ ଯାଜନଗ୍ର କବଳିତ ବ୍ୟାଧି
 
ବିସ୍ମରିତ ଯୋଗୀ ଯୋଗାରୁଢ଼ ଧ୍ୟାନ
 
ସିଦ୍ଧି ବଳେ ସିଦ୍ଧ ଶୂନ୍ୟ ଆରୋହଣ
 
ବେଦ ପୁରଣାଦି ଶତମୁଖ ଯାର
 
ପୁଣ୍ୟ ବୈତରଣୀ ବହେ ନିରନ୍ତର
 
ପଞ୍ଚ ବ କାର ନେଇ
 
ବିରଜା-ବିପ୍ର-ବେଦ-ବୈତରଣୀ
 
ବରାହ ଭାବରେ ତହିଁ ।
 
ପ୍ରାଚୀନ କଳିଙ୍ଗ ରାଜ୍ୟ ରାଜଧାନୀ
 
ଯାଜନଗ୍ର ନାମ ବିହିଥିଲା ପୁଣି
 
ବରାହ ଈଶାନେଶ୍ୱର ବିଦ୍ୟମାନ
 
ହରି ସଦାଶିବ ମିଳନ ଭୁବନ
 
ବିରଜା ରୂପରେ ପରମ ବୈଷ୍ଣବୀ
 
କୃପାମୟୀ ମାତା ପୁଣ୍ୟର ଜାହ୍ନବୀ
 
ବ୍ରହ୍ମା ଯଜ୍ଞେ ଜାତ ମହିଷା ମର୍ଦ୍ଦିନୀ
 
ଦ୍ୱିଭୁଜା ମା ଦୁର୍ଗା ସୃଷ୍ଟି ସନତନୀ
 
ଗଦାକ୍ଷେତ୍ର ରୂପେ ଖ୍ୟାତ
 
ମହାବିନାୟକ ପୁଣ୍ୟର ବାରୁଣୀ
 
ବ୍ୟାସ ସରୋବର ତୀର୍ଥ ।
 
ନଭିଗୟା ରୂପେ ସୁପ୍ରସିଦ୍ଧି ଧରା
 
ପିତୃ ପିଣ୍ଡଦାନ ମହା ପରମ୍ପରା
 
ମହାନିର୍ବାଣର ବାରୁଣୀ ଶ୍ମଶାନ
 
ମୋକ୍ଷରୂପୀ ସେତ ସଦା ବିଦ୍ୟମାନ
 
ବୈତରଣୀ ଜଳେ କଲେ ଯେବେ ସ୍ନାନ
 
ପାପ କ୍ଷୟଯାଏ ଲଭେ ମହାପୁଣ୍ୟ
 
ନିହାତି ପବିତ୍ର ଏ ଯଜ୍ଞର ସ୍ଥଳ
 
ପଦପାତ ମାତ୍ରେ ମାନସ ନିର୍ମଳ
 
ଯଯାତି କେଶରୀ ଖ୍ୟାତି
 
ଦେଉଥିଲା ବାଣ୍ଟି ଉଚ୍ଚ ଓମ୍ କାରେ
 
ଦଶାଶ୍ବମେଧ ଆହୁତି ।
 
ସପ୍ତ ମାତୃକାର ଉପାସନା ପୀଠ
 
(୯୪୩୭୭୧୨୯୫୫ଅଭିନବ ଯାଜପୁର
 
== ଆଧାର ==
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି