"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୬ କ ଧାଡ଼ି:
ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
 
ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା [[ଅଶ୍ରୁମୋଚନ ମହାନ୍ତି]]<nowiki/>ଙ୍କ ସହ ତାରିଣୀ ଗଣନାଟ୍ୟରଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ଭଙ୍ଗ''ଭଙ୍ଗା ଆଇନାରଆଇନା''ର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।<ref name="ରାଇମୋହ">{{cite news|url=https://odisha.live/2018/07/03/jollywood-jatra-actor-raimohan-still-going-strong/|title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା|date=3 July 2018|work=OdishaLIVE|accessdate=24 August 2018|archiveurl=http://www.webcitation.org/71uoG2JwK|archivedate=24 August 2018|url-status=live}}</ref>
 
=== ଅଭିନୀତ କଥାଚିତ୍ର ===