"ସମ୍ବାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୧୦ କ ଧାଡ଼ି:
 
== [[ଖବର (ଖବରକାଗଜ)|ଖବରର]] ଉପଯୋଗିତା ==
ଖବରକାଗଜ କୁଖବରକାଗଜକୁ ସମ୍ବାଦ ପତ୍ର ମଧ୍ୟ କୁହାଯାଏ। ଏହାକୁ ଇଂରାଜୀରେ ନିଯୁଜ୍ ପେପର ( News paper ) କୁହାଯାଏ । ନିଜ ଜଗତ ତଥା ବିଭିନ୍ନ ସ୍ଥାନର‌ ବିଷୟ ରେବିଷୟରେ ଜାଣିବା ପାଇଁ ଆମେ ଆଗ୍ରହୀ ହେବାକୁ ଲାଗିଥାଉଁ , ଫଳରେ ଜନ୍ମ ନେଇଛି ଆଜିର ସମ୍ବାଦ ପତ୍ର।
 
ମହାତ୍ମାଗାନ୍ଧୀ କହିଥିଲେ, "ସତ୍ୟ ଘଟଣା ବର୍ଣନାବର୍ଣ୍ଣନା ହିଁ ସମ୍ବାଦ" । ଟର୍ଣ୍ଣର୍ କାଟ୍ ଲେଜ୍ ଙ୍କଲେଜ୍ଙ୍କ ମତରେ"ଯାହା ତୁମେ ଗତକାଲି ଜାଣି ନ ଥିଲ ଆଜି ହଠାତ୍ ଜାଣିଲ ତାହା ହେଉଛି ସମ୍ବାଦ"।
 
ସମ୍ବାଦ ପତ୍ର ରପତ୍ରର ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଇବା ଯେ ସର୍ବ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ଇଟାଲୀ ରଇଟାଲୀର "ଭେନିସ୍ " ସହରରେ ଏହାର ପ୍ରଚଳନ ଦେଖାଯାଇଥିଲା। ଆଉ ମଧ୍ୟ ଅନ୍ୟ କେହି କେହି ମତ ଦିଅନ୍ତି ଯେ "ଚୀନ" ଏହାର ଜନ୍ମଦାତା। ପରବର୍ତ୍ତୀ କାଳରେ "ୟୁରୋପ ଓ ଆମେରିକା "ମୁଦ୍ରଣ ଯନ୍ତ୍ର ରଯନ୍ତ୍ରର ଉନ୍ନତି ଘଟିବା ଫଳରେ ଦୈନିକ ଖବରକାଗଜ ରଖବରକାଗଜର ପ୍ରକାଶ ସମ୍ଭବ ହେଲା।
 
ଇଂରାଜୀ ଶାସନ କାଳରେ ଭାରତ ରେଭାରତରେ ପ୍ରଥମେ ୧୭୮୦ ମସିହାରେ "ବେଙ୍ଗଲ ଗେଜେଟ" ନାମକ ଖବରକାଗଜ ରଖବରକାଗଜର ପ୍ରକାଶିତ ହୋଇଥିଲା। ଓଡ଼ିଶାରେ ୧୮୬୬ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ କର୍ମବୀର ଗୌରୀଶଙ୍କର ରାୟଙ୍କ ରଚିତ "ଉତ୍କଳ ଦୀପିକା"ପ୍ରଥମ ସମ୍ବାଦ ପତ୍ର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମାଜ, ମାତୃଭୂମି, ଧରିତ୍ରୀ, ସମ୍ବାଦ,News of world ,sun times, ପ୍ରଗତିବାଦୀ ଓ ପ୍ରଜାତନ୍ତ୍ର ପ୍ରଭୃତି ଖବରକାଗଜ ପାଠକ ମାନଙ୍କୁ ଖବର ପରିବେଷଣ ରପରିବେଷଣର ସେବା ଯୋଗାଇ ଦେଉଛି।
* ଏହାର ଉପଯୋଗିତା - ସ୍କୁଲ, କଲେଜ, ଦୋକାନ, ବସଷ୍ଟାଣ୍ଡ, ଅଫିସ୍ ୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍ଆଦି ସ୍ଥାନରେ ଏହା ୍ର୍୍ର୍ର୍୍୍ର୍୍ର୍ର୍୍ର୍୍ର୍୍୍ର୍ର୍୍୍ର୍୍ର୍ର୍୍ର୍୍ର୍ର୍୍୍ର୍୍ର ନିଜର ଉପସ୍ଥିତି ଜାହିର କରିଥାଏ। ଏହା ସବୁ ବର୍ଗର ମନୁଷ୍ୟ ମାନଙ୍କ ପାଇଁ ସୁଖ ଦୁଃଖ ରଦୁଃଖର ସାଥୀ ପାଲଟିଛି। ଖବରକାଗଜ ରୁଖବରକାଗଜରୁ ପାଣିପାଗ, ବଜାର ଦର, ସରକାର ଙ୍କସରକାରଙ୍କ ଯୋଜନା, ଖେଳ, ସିନେମା, ସାହିତ୍ୟ, ଟ୍ରେନ ଓ ବସ୍ ରବସ୍ର ସମୟ, ରାଶିଫଳ, ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିଷୟରେ ଜାଣିହୁଏ। ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ ଓ ଭୂମିକମ୍ପ ପରି ପ୍ରାକୃତିକ ବିପତ୍ତି ଓ ବିପନ୍ନବିପନ୍ନରେ ରେ ଲୋକ ଙ୍କଲୋକଙ୍କ ଅବସ୍ଥା ଖବରକାଗଜ ରୁଖବରକାଗଜରୁ ଜାଣିବାକୁ ପାଇଥାଉ। ବ୍ୟବସାୟ କୁବ୍ୟବସାୟକୁ ଦ୍ରୁତତର ଓ ସମୃଦ୍ଧତର କରିବା ପାଇଁ ଖବରକାଗଜ ରଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଶାସନ ରଶାସନର ଭଲମନ୍ଦ ସମ୍ପର୍କରେ ଖବରକାଗଜ ମାଧ୍ୟମରେ ନିଜ ନିଜର ସ୍ୱାଧୀନତା ମତ ପ୍ରକାଶ କରିଥାନ୍ତି। ଲେଖକ ଓ ପାଠକ ଉଭୟ ସମ୍ବାଦ ପତ୍ର ଦ୍ୱାରାପତ୍ରଦ୍ୱାରା ଉପକୃତ ହୋଇଥାନ୍ତି।
 
ଏତଦ୍ ବ୍ୟତୀତ କୃଷି ଓ ପାଣିପାଗ, ଶିଳ୍ପ ସ୍ୱାସ୍ଥ୍ୟ, ବ୍ୟକ୍ତି ନିରୁଧିଷଟତା, ବକୃତା , ଆନ୍ତର୍ଜାତିକ ସମସ୍ୟା ଓ ଅଦାଲତରାୟ ଆଦି ସମ୍ବାଦ ପତ୍ର ରପତ୍ରର ଅଙ୍ଗ ମଣ୍ଡନ କରିଥାଏ।
ଆଧୁନିକ ଯୁଗରେ ସମ୍ବାଦ ପତ୍ର ରପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଜୀବନ କୁଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିପାରୁଥିବା ରୁକରିପାରୁଥିବାରୁ ଏଥିରେ ପ୍ରକାଶିତ ଖବର ବା ସମ୍ବାଦ ସତ୍ୟମୂଳକ, ନିରପେକ୍ଷ ଓ କୁସାହିତ ହେବା ଦରକାର। ପ୍ରତ୍ୟେକ ସାକ୍ଷର ବ୍ୟକ୍ତି ଖବରକାଗଜ ପଢିବା ଉଚିତ୍। ଯେଉଁ ଦେଶରେ ଯେତେ ଅଧିକ ଖବରକାଗଜ ପ୍ରକାଶିତ ହୁଏ, ସେ ଦେଶ ସେତେ ବେଶି ସଭ୍ୟ, ଶିକ୍ଷିତ ଓ ଉନ୍ନତ । ଏଣୁ କୁହାଯାଏ,
 
"ସମ୍ବାଦ ପତ୍ର। ବା ଖବରକାଗଜ ହେଉଛି ସଭ୍ୟତାର ଦର୍ପଣ "।
"https://or.wikipedia.org/wiki/ସମ୍ବାଦ"ରୁ ଅଣାଯାଇଅଛି