"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ (GR) File renamed: File:Opd.jpgFile:Veer Surendra Sai Medical College OPD block.jpg Criterion 2 (meaningless or ambiguous name) · from description
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୧ କ ଧାଡ଼ି:
 
== ସମ୍ମାନ ==
* ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ''ୟୁନିଭର୍‌ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ'', ବୁର୍ଲାର ନାମ ବଦଳାଇ ''[[ବୀର ସୁରେନ୍ଦ୍ର ସାଏ ୟୁନିଭର୍‌ସିଟି ଅଫ୍ ଟେକ୍ନୋଲୋଜି'']], ବୁର୍ଲା କରାଯାଇଥିଲା ।<ref>{{cite web |url = http://www.vssut.ac.in/institute/history.asp | title = UCE changes to VSSUT }}</ref>
* ବୁର୍ଲାଠାରେ ସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ [[ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ]] ଦିଆଯାଇଅଛି ।
* ୨୦୦୫ରେ ଭାରତ ସରକାର ସଂସଦ ପରିସରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।<ref>{{cite web |url = http://www.telegraphindia.com/1050907/asp/jamshedpur/story_5204824.asp |title = Centre okays patriot statue|publisher = The Telegraph (Kolkata)}}</ref>
* ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ ।
* [[ଝାରସୁଗୁଡ଼ା]] ସ୍ଥିତ ବିମାନ ବନ୍ଦରର ନାମ [[ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର]] ଦିଆଯାଇଛି ।
 
== ଆଧାର ==
{{Reflist|30em}}