"ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧/ସହାୟତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Start tab |tab-1=ମୁଖ୍ୟପୃଷ୍ଠା |link-1=ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧ |tab-2= ନିୟମାବଳୀ |link-2=ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧/ନିୟମାବଳୀ |tab-3= ଆଲୋଚନା |link-3=ଉଇକିପିଡ଼ିଆ ଆଲୋଚନା:ଏସିଆ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୩:୪୧, ୨୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି 

ପ୍ରସଙ୍ଗ Submit କରିବେ

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

  • ଫାଉଣ୍ଟେନ ଟୁଲ୍‌ରେ କାହିଁକି ଯୋଡ଼ିବେ?
ଏହି ଗଣ-ସମ୍ପାଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ଏହା ଗ୍ରହଣୀୟ ହେବ କି ନାହିଁ, ତାକୁ ଜୁରୀମାନେ ନିର୍ଦ୍ଧାରଣ କରିବେ ।
ପ୍ରସଙ୍ଗ ଗ୍ରହଣୀୟ ହେବାପାଇଁ ଥିବା ନିୟମ ବିଷୟରେ ଆମର ନିୟମାବଳୀ ପୃଷ୍ଠା ଦେଖିପାରିବେ ।
  • କେଉଁମାନେ ଜୁରୀ ହୋଇପାରିବେ?
ପୁରୁଖା ଉଇକିଆଳୀମାନଙ୍କ ମଧ୍ୟରୁ ଜଣେ କି ଦୁଇଜଣଙ୍କୁ ଜୁରୀ ଭାବରେ ବଛାଯାଇଥାଏ, ଯେଉଁମାନେ ଏହିଭଳି ଗଣ-ସମ୍ପାଦନାଗୁଡ଼ିକ ପ୍ରସଙ୍ଗର ନିରୀକ୍ଷଣ କରିଥାନ୍ତି ।
  • ଫାଉଣ୍ଟେନ ଟୁଲ୍ କ'ଣ ପାଇଁ?
ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବାବେଳେ ଦିଆଯାଇଥିବା ସର୍ବନିମ୍ନ ନିୟମ ଅନୁସାରେ ପ୍ରସଙ୍ଗ ନ ଥିଲେ, ଫାଉଣ୍ଟେନ ଲିଙ୍କ୍‌ରେ ଯୋଡ଼ି ହୋଇପାରିବ ନାହିଁ । ଏଥିସ‌ହିତ ବ୍ୟବ‌ହାରକାରୀଙ୍କ ନାମ ଅନୁସାରେ ଗଢ଼ାଯାଇଥିବା ପ୍ରସଙ୍ଗ ତଳକୁ ତଳ ଦେଖାଇବା ସ‌ହିତ ଅନ୍ୟ ଉଇକିମିଡ଼ିଆ କମ୍ୟୁନିଟିର କର୍ଯ୍ୟ ମଧ୍ୟ ସ‌ହଜରେ ଦେଖିହେବ ।