"ବଡ଼ଦାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
[[ଫାଇଲ:Rue-puri.jpg|thumb|ବଡ଼ ଦାଣ୍ଡ]]
ବଡ଼ଦାଣ୍ଡ ହେଉଛି ପବିତ୍ର [[ପୁରୀ|ଶ୍ରୀକ୍ଷେତ୍ର]]ର [[ଶ୍ରୀମନ୍ଦିର]] ଠାରୁ [[ଗୁଣ୍ଡିଚା ମନ୍ଦିର]] ପର୍ଯ୍ୟନ୍ତର ରାସ୍ତା ବା ଦାଣ୍ଡ । ଶ୍ରୀମନ୍ଦିର ଏବଂ ରଥଯାତ୍ରା ସହ ଏହି ମାର୍ଗର ସମ୍ପର୍କ ଥିବା ଯୋଗୁଁ ଏହାକୁ 'ବଡଦାଣ୍ଡ' ବୋଲି କୁହାଯାଏ ଓ ଜଗନ୍ନାଥ ସଂସ୍କୃତିରେ ଏହାର ବିଶେଷ ସ୍ଥାନ ରହିଅଛି । ବଡ଼ଦାଣ୍ଡରେଆଷାଢ଼ ମାସରେ ଏଠାରେ ଶ୍ରୀଜୀଉଙ୍କ ଭଜନ ବାଜେ। ବଡ଼ଦାଣ୍ଡ ବିଶାଳ ପକ୍ଷରେ ଶୋଭା ପାଉଛି, ତାହା ମଧ୍ୟରୁ ସିଂହ ଦୁଆର ଠାରୁ [[ଗୁଣ୍ଡିଚା ମନ୍ଦିର]] ଭିତରେ ରହିଛି ଅନେକ ମଠ ବାଡି, ରାଧାବଲ୍ଲଭ ମଠ, [[ବଡ଼ଛତା ମଠ]], ବଡ଼ ଅଖଡା ମଠ, ଜଗନ୍ନାଥ ବଲ୍ଲଭ ମଠ,ଚୈତନ୍ୟ ଗୌଡୀୟ ମଠ,ଦଶ ଅବତାର ମଠ, ସହିତ ବାଗେଡିଆ ଧର୍ମଶାଳ ଓ ଅନେକ ରମଣୀୟ ସ୍ଥଳ ରହିଛି । ଆଗରୁ ବଡଦାଣ୍ଡର ଦୃଶ୍ୟ ଗାଆଁ ରାସ୍ତା ଭଳି ଦେଖା ଯାଉଥିଲା ।
 
କୁହାଯାଏ ପୂର୍ବକାଳରେ ବଡ଼ଶଙ୍ଖ ନିକଟରେ ପ୍ରଭାହିତ ହେଉଥିଲା ମାଲେଣି ନଦୀ । [[ରଥ ଯାତ୍ରା]]ରେ ବହୁତ୍ ସମସ୍ୟା ଦେଖା ଯାଉଥିଲା । ଗଙ୍ଗବଂଶୀ ରାଜାମାନେ ଏ ନଦୀକୁ ପୋତିଥିଲେ । ଏ ନଦୀ ପୋତିବା ଆଗରୁ [[ମାଉସୀ ମା’ ମନ୍ଦିର]]କୁ ପ୍ରତିଷ୍ଠିତ କରା ଯାଇଥିଲା। ବଳଗଣ୍ଡିଠାରେ ଅଛି ଭକ୍ତ ସାଲବେଗ ପୀଠ । ବଡ ଦାଣ୍ଡର ଶେଷ ଭାଗରେ ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ତିତଅବସ୍ଥିତ ସରଧା ବାଲି । ଏ ବାଲି ଏତେ ପବିତ୍ର କବିମାନେ ବର୍ଣ୍ଣନା କରିଛନ୍ତି , ଏହିଠାରେ [[ଲକ୍ଷ୍ମୀ|ମହାଲକ୍ଷ୍ମୀ]] ରୋଷର ଶିକାର ହୁଅନ୍ତି । ନନ୍ଦିଘୋଷେ ପ୍ରଭୁ ଘୋଷ ଯାତ୍ରାରେ ବିଜେ କରିଥିବା ବେଳ ଭକ୍ତଙ୍କ କଳାହୋଳିରେ ଉଛୁଳି ପଡେ । ଏ ସମଗ୍ର ବଡଦାଣ୍ଡ ହୋଇ ପଡେ ଲୋକାରନ୍ୟ ।
==ଆଧାର==
{{ଆଧାର}}
"https://or.wikipedia.org/wiki/ବଡ଼ଦାଣ୍ଡ"ରୁ ଅଣାଯାଇଅଛି