"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୂର୍ଣ୍ଣଛେଦ ପୂର୍ବରୁ ଗୋଟିଏ ଲେଖାଏଁ ସ୍ପେସ୍ ଯୋଡ଼ଗଲା ।
Hzdu
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୨ କ ଧାଡ଼ି:
==ଅସହଯୋଗ ଆନ୍ଦୋଳନର ଅଗ୍ରଗତି==
ଅସହଯୋଗ ଆନ୍ଦୋଳନ ଆଶାତୀତ ଭାବେ ସଫଳତା ହାସଲ କରିଥିଲା । ଏଥିରେ ସହସ୍ର ସହସ୍ର ଜନତା ଯୋଗଦେଇ ଏହାଚୁ ସାଫଲ୍ୟମଣ୍ଡିତ କରିଥିଲେ ।
ବିଭିନ୍ନ ପଦକ୍ଷେପମାନ ସଫଳ ହୋଇଥିଲା, ଯଥା;:-
* ଆଇନ ଅଦାଲତ ବର୍ଜନ କରାଯାଇଥିଲା ।
* [[ମୋତିଲାଲ ନେହେରୁ]], [[ବିଠଲ ଭାଇ ପଟେଲ]], [[ଚିତରଞ୍ଜନ ଦାସ]], [[ରାଜେନ୍ଦ୍ରପ୍ରସାଦ]], [[ବଲ୍ଲଭଭାଇ ପଟେଲ]] ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା ଆଇନଜୀବୀ ନିଜ ନିଜର ଲାଭଜନକ ଓକିଲାତି [[ବ୍ୟବସାୟ]] ବର୍ଜନ କରିଥିଲେ ।
* ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ [[ଟଙ୍କା]] ଦାନ ଦେବା ପାଇଁ ଘୋଷଣା କରିଥିଲେ ।
* [[ବିଦ୍ୟାଳୟ]] ଓ [[ମହାବିଦ୍ୟାଳୟ]] ଛାତ୍ରଛାତ୍ରୀମାନଙ୍କଦ୍ୱାରା ବର୍ଜନ କରାଯାଇଥିଲା ।
* ଅଧିକାଂସ ସ୍ଥାନରେ [[ଇଂରେଜ]] ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡି ଦିଆଯାଇଥିଲା ।