"କ୍ଷୀରୋଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ
Content deleted Content added
କ୍ଷୀରୋଦ ଦାସ ଆରମ୍ଭ କରାଗଲା
ଟ୍ୟାଗ: Disambiguation links
(କିଛି ବଦଳିନାହିଁ)

୧୧:୫୭, ୨୩ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

କ୍ଷୀରୋଦ ଦାସ ( ଜନ୍ମ : ୧୫ ଅକ୍ଟୋବର ୧୯୬୫) ଜଣେ ଓଡ଼ିଆ ସାହିତ୍ୟିକ । ସେ ଉଭୟ ଗଳ୍ପ ଓ ଉପନ୍ୟାସ ରଚନା କରନ୍ତି ।

କ୍ଷୀରୋଦ ଦାସ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଅସୁସ୍ଥ ସମୟ, ପ୍ରିୟ ପୃଥିବୀ

ସାହିତ୍ୟ ସର୍ଜନା

କ୍ଷୀରୋଦଙ୍କର ପ୍ରଥମ ଗଳ୍ପ ଯନ୍ତ୍ରଣା ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।

ରଚନାବଳୀ

ଗଳ୍ପ

  • ଅସୁସ୍ଥ ସମୟ - ୨୦୦୬ ( ତତ୍ତ୍ୱମସୀ ପବ୍ଲିକେଶନ୍ସ, ଭୁବନେଶ୍ୱର)
  • ମୂକ ରାଜଜେମା
  • ମୁଠାଏ ଦୀର୍ଘଶ୍ୱାସ - ୨୦୧୦ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)
  • ସତସତିକା ଖେଳ - ୨୦୦୭ (ସ୍ୱସ୍ଥିକ ପ୍ରକାଶନ, ଭୁବନେଶ୍ୱର)
  • ମୁକ୍ତି ଓ ଅନ୍ୟାନ୍ୟ ଗଳ୍ପ
  • ବାପା
  • ଅନେକ ଯନ୍ତ୍ରଣା ଓ ଅନ୍ୟାନ୍ୟ ଗଳ୍ପ - ୨୦୦୬ (ଅନିଶା, ଖୋର୍ଦ୍ଧା)
  • ଅନ୍ଧାରର ଆତ୍ମଲିପି - ୨୦୧୨ (ବିଦ୍ୟାପୁରୀ କଟକ)
  • ଭୋକ - ୨୦୦୪ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ନିରବତାର ଭାଷା - ୨୦୦୧ (କାହାଣୀ, କଟକ)
  • ନିଶବ୍ଦ ପଦଧ୍ୱନୀ - ୨୦୧୧ (ଅଗ୍ରଦୂତ, କଟକ)
  • ଗଳ୍ପର ଗାଁ - ୨୦୧୦ (ଏଥେନା ବୁକ୍ସ, ଭୁବନେଶ୍ୱର)
  • ଜୀବନ କ୍ଷୀରୋଦ ଦାସଙ୍କ ଦ୍ୱାରା ସଂପାଦିତ - ୨୦୦୭ (ପ୍ରବାହ ପ୍ରକାଶନ, ଯାଜପୁର)
  • ଶ୍ରେଷ୍ଠ ଗଳ୍ପ ସମାରୋହ - ୨୦୦୨ (ବସନ୍ତ ଦାସ, କଟକ)

ଉପନ୍ୟାସ

  • ବେଦନାର ବେଦ -୨୦୧୪ (ନବଦିଗନ୍ତ, କଟକ)
  • କାଠ କଣ୍ଢେଇ - ୨୦୧୦ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ପ୍ରିୟ ପୃଥିବୀ - ୨୦୧୦ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
  • ଶୂନ୍ୟ ଉପତ୍ୟକା
  • ସମ୍ପର୍କର ସୂତାଖିଅ - ୨୦୦୪ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)[୧]

ବ୍ୟକ୍ତିଗତ ଜୀବନ

କ୍ଷୀରୋଦ ୧୯୬୫ ମସିହାରେ ଜଗତସିଂହପୁର ଜିଲ୍ଲାର ପଣ୍ଡୁଆଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ଆଧାର

  1. [www.opac.nationallibrary.gov.in/ "National Library of India Online Catalogue"]. www.opac.nationallibrary.gov.in/. National Library of India. Retrieved 21 September 2021. {{cite web}}: Check |url= value (help)
  2. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ୨୩ ସେପ୍ଟେମ୍ବର ୨୦୨୧ - ୬ ଅକ୍ଟୋବର ୨୦୨୧. ଧରିତ୍ରୀ. 23 September 2021. p. ୩. Archived from the original on 23 September 2021. Retrieved 23 September 2021.