"ଭାବନା ସୋମାୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୩ କ ଧାଡ଼ି:
| image = Bhawana Somaaya.jpg
| alt =
| caption = ଭାବନା ସୋମାୟାଙ୍କ ୨୦୦୦ ମସିହାର ଛବି
| caption = Bhawana Somaaya in 2000
| birth_name =
| birth_date = <!-- {{Birth date and age|df=yes|YYYY|MM|DD}} or {{Birth-date and age|df=yes|Month DD, YYYY}} -->
୧୧ କ ଧାଡ଼ି:
| nationality =
| other_names =
|years_active = ୧୯୭୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ
|years_active = 1978 – present
| occupation = ଚଳଚ୍ଚିତ୍ର ସମୀକ୍ଷକ, ଚଳଚ୍ଚିତ୍ର ଐତିହାସିକ,<br /> ସମ୍ପାଦକ ''[[ସ୍କ୍ରୀନ ପତ୍ରିକା]]'' (୨୦୦୦-୨୦୦୭)
| occupation = film critic, [[film historian]],<br /> Editor ''[[Screen (magazine)|Screen]]'' (2000–2007)
| known_for =
|website= {{URL|http://www.bhawanasomaaya.com/}}
}}
'''ଭାବନା ସୋମାୟା‌'''<ref>Her name is often misspelled as Bhavana Somaiya or Bhavana Somaya.</ref> ଜଣେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକ, ସମାଲୋଚକ, ଲେଖକ ଏବଂ ଐତିହାସିକ ଅଟନ୍ତି । ତାଙ୍କୁ ୨୦୧୭ ମସିହାରେ ଭାରତର ରାଷ୍ଟ୍ରପତି [[ପ୍ରଣବ ମୁଖାର୍ଜୀ]] [[ପଦ୍ମଶ୍ରୀ]] ସମ୍ମାନରେ ସମ୍ମାନିତ କରିଥିଲେ ।<ref>{{cite web|url=http://www.business-standard.com/article/news-ians/humbled-honoured-to-receive-padma-shri-bhawana-somaaya-117012800525_1.html|title=Humbled, honoured to receive Padma Shri: Bhawana Somaaya|last=IANS|date=28 January 2017|work=Business Standard}}</ref> ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିଅର ଆରମ୍ଭ କରି ସେ ୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ର ପତ୍ରିକା ସହିତ କାମ କରିଛନ୍ତି । ପରେ ସେ ୨୦୦୦ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଏକ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକାରେ ସ୍କ୍ରିନର ସମ୍ପାଦକ ରହିଥିଲେ । ସେ ହିନ୍ଦୀ ସିନେମାର ଇତିହାସ ଏବଂ ବଲିଉଡ ତାରକାଙ୍କ ଜୀବନୀ ଉପରେ ''ସଲାମ ବଲିଉଡ'' (୨୦୦୦), ''ଷ୍ଟୋରୀ ସୋ ଫାର'' (୨୦୦୩) ଇତ୍ୟାଦି ୧୩ରୁ ଅଧିକ ପୁସ୍ତକ ଲେଖିଛନ୍ତି ।
 
==ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି==
ସୋମାୟା [[ମୁମ୍ବାଇ|ମୁମ୍ବାଇରେ]] ଜନ୍ମଗ୍ରହଣ କରିଥିଲେ । ସେ ନିଜର ଆଠ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ସନ୍ତାନ ଅଟନ୍ତି ।
 
ସେ ମୁମ୍ବାଇର ସିଓନର ଆମ ଲେଡି ଅଫ ଗୁଡ଼ କାଉନସେଲ ହାଇସ୍କୁଲରୁ ନିଜର ପାଠପଢ଼ା ସାରିଥିଲେ ଏବଂ ଅନ୍ଧେରି ପାଶ୍ଚାତ୍ୟରପଶ୍ଚିମର ଭାଲାବ ସଙ୍ଗିତାଳୟରେ ଭାରତନାଟ୍ୟମ[[ଭରତନାଟ୍ୟମ]] ନୃତ୍ୟରେ ତାଲିମ ପ୍ରାପ୍ତ କରିଥିଲେ ।
 
ତାଙ୍କ ପାଠପଢ଼ା ପରେ ସେ ସାଇକୋଲୋଜିରେ[[ମନସ୍ତତ୍ତ୍ୱ|ମନସ୍ତତ୍ତ୍ୱରେ]] ସ୍ନାତକ ହାସଲ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ କଲେଜରୁ L.L.Bରେଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ । ସେ ମୁମ୍ବାଇର kcକେସି କଲେଜରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।
 
==ବୃତ୍ତି==
୨୯ କ ଧାଡ଼ି:
 
==ଆଧାର==
{{ଆଧାର}}
 
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]