"ପ୍ରେମଲତା ବାରିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଓ ଆଧାର
୪୬ କ ଧାଡ଼ି:
}}
 
ପ୍ରେମଲତା ବାରିକ, [[ଓଡ଼ିଶା ସରକାର]]ଙ୍କ ଅଧିନରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ୱାସ୍ଥ୍ୟ ପରିଦର୍ଶିକା । ୨୦୨୦ ମସିହା ପାଇଁ ତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ ''ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର''ରେ ସମ୍ମାନୀତ କରାଯାଇଥିଲା ।<ref>{{cite web |title=Odisha health worker on a ‘zero maternal mortality’ mission |url=https://www.newindianexpress.com/good-news/2021/sep/12/odisha-health-worker-on-azero-maternal-mortality-mission-2357583.html |website=www.newindianexpress.com |publisher=The Indian Express |accessdate=16 September 2021}}</ref> ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କର୍ ସେବା, ସମର୍ପଣ ଓ କର୍ତ୍ତବ୍ଯର ପରାକାଷ୍ଠାପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।<ref>{{cite web |title=ପ୍ରେମଲତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା |url=https://www.etvbharat.com/oriya/odisha/city/bhubaneswar/premlata-barik-honoured-with-the-best-service-award-in-the-country-cm-naveen-greets/or20210915225316080 |website=www.etvbharat.com |publisher=ଇ ଟିଭି |accessdate=16 September 2021 |archiveurl=https://web.archive.org/web/20210916080841/https://www.etvbharat.com/oriya/odisha/city/bhubaneswar/premlata-barik-honoured-with-the-best-service-award-in-the-country-cm-naveen-greets/or20210915225316080 |archivedate=16 September 2021}}</ref> ଏହାବ୍ୟତୀତ ସେ ଅନ୍ୟ ୫୦ଟିରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ପୁରସ୍କାରରେ ସମ୍ମାନୀତ ।
 
== ବୃତ୍ତିଗତ ଜୀବନ ==
କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ପଞ୍ଚାୟତର ୪ଟି ଗାଁ ଏବଂ ସହରାଅଞ୍ଚଳର ୪ଟି ବସ୍ତିରେ ପ୍ରେମଲତା କାମ କରନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ପ୍ରେମଲତାଙ୍କ ପ୍ରୟାସର ସୁଫଳ ଦେଖାଯାଇଛି । ସରକାରଙ୍କ ନେସନାଲ ହେଲ୍ଥ ମିଶନ ଅଧିନରେ ଚାଲିଥିବା ବିଭିନ୍ନ ପ୍ରୋଜେକ୍ଟ ସେ ଗର୍ଭବତୀ ମହିଳାମାନଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟ କରୁଛନ୍ତି ।<ref>{{cite web |title=ସ୍ବାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ବାରିକଙ୍କୁ ମର୍ଯ୍ୟାଦାଜନକ ସମ୍ମାନ, ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲ ଆୱାର୍ଡ-୨୦୨୦ |url=http://www.prameyanews7.com/award-for-premalata-barik/ |website=http://www.prameyanews7.com/ |publisher=ପ୍ରମେୟ |accessdate=16 September 2021}}</ref>
 
== ବ୍ୟକ୍ତିଗତ ଜୀବନ ==
ପ୍ରେମଲତାଙ୍କ ପୈତୃକ ଘର [[ଜଗତସିଂହପୁର ଜିଲ୍ଲା]]ର ଦେଉଳିସାହି । ତାଙ୍କ ପିତାଙ୍କ ନାମ ଧର୍ମାନନ୍ଦ ବାରିକ ଓ ମାତାଙ୍କ ନାମ ହେନାମଣି । ୧୯୮୦ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ସେ ଧ୍ରୁବଚରଣ ସାହୁଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ଜଣ ସନ୍ତାନ୍ତ ଅଛନ୍ତି ।
 
ଜଣେ କବି ଭାବରେ ମଧ୍ୟ ପ୍ରେମଲତା ପରିଚିତ । ୧୯୯୨ରେ ତାଙ୍କର ପ୍ରଥମ କବିତା ପୁସ୍ତକ ''ପ୍ରେମାଞ୍ଜଳି'' ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ୬ଟି ପୁସ୍ତକ ପ୍ରକାଶ ପାଇଛି
 
== ସମ୍ମାନ ଓ ପୁରସ୍କାର ==