"ପ୍ରେମଲତା ବାରିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସ୍ୱାସ୍ଥ୍ୟ ପରିଦର୍ଶିକା
Content deleted Content added
ପ୍ରେମଲତା ବାରିକ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୩:୧୮, ୧୬ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ପ୍ରେମଲତା ବାରିକ, ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ ସ୍ୱାସ୍ଥ୍ୟ ପରିଦର୍ଶିକା । ୨୦୨୦ ମସିହା ପାଇଁ ତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହାବ୍ୟତୀତ ସେ ଅନ୍ୟ ୫୦ଟିରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ପୁରସ୍କାରରେ ସମ୍ମାନୀତ ।

ପ୍ରେମଲତା ବାରିକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିସ୍ୱାସ୍ଥ୍ୟ ସେବା
ଉଲ୍ଲେଖନୀୟ କୃତିପ୍ରେମାଞ୍ଜଳି
ବୈବାହିକ-ସାଥୀଧ୍ରୁବଚରଣ ସାହୁ
ପିତାମାତା(s)ଧର୍ମାନନ୍ଦ ବାରିକ, ହେନାମଣି
ପୁରସ୍କାରଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ୨୦୨୦

ବୃତ୍ତିଗତ ଜୀବନ

ବ୍ୟକ୍ତିଗତ ଜୀବନ

ପ୍ରେମଲତାଙ୍କ ପୈତୃକ ଘର ଜଗତସିଂହପୁର ଜିଲ୍ଲାର ଦେଉଳିସାହି । ତାଙ୍କ ପିତାଙ୍କ ନାମ ଧର୍ମାନନ୍ଦ ବାରିକ ଓ ମାତାଙ୍କ ନାମ ହେନାମଣି । ୧୯୮୦ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ସେ ଧ୍ରୁବଚରଣ ସାହୁଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ଜଣ ସନ୍ତାନ୍ତ ଅଛନ୍ତି ।

ଜଣେ କବି ଭାବରେ ମଧ୍ୟ ପ୍ରେମଲତା ପରିଚିତ । ୧୯୯୨ରେ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରେମାଞ୍ଜଳି ପ୍ରକାଶ ପାଇଥିଲା ।

ସମ୍ମାନ ଓ ପୁରସ୍କାର

  • ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର - ୨୦୨୦
  • ମଦର ଟେରେସା ସମ୍ମାନ
  • ସ୍ୱାସ୍ଥ ହିଁ ସମ୍ପଦ ସମ୍ମାନ[୧]

ଆଧାର

  1. "ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା". www.dharitri.com. ଧରିତ୍ରୀ. Retrieved 16 September 2021. {{cite web}}: |archive-url= is malformed: save command (help)