"ପ୍ରଫୁଲ୍ଲ କୁମାର ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୫୦ କ ଧାଡ଼ି:
 
== ନାଟ୍ୟକାର ଜୀବନ ==
ପ୍ରଫୁଲ୍ଲ ରଥ ପ୍ରାୟ ୭୦ଟି ନାଟକ ରଚନା କରିଛନ୍ତି । ''ଦୁଃଖିନୀ'' ନାଟକ ତାଙ୍କର ପ୍ରଥମ ଲିଖିତ ନାଟକ କିନ୍ତୁ ପ୍ରଥମ ମଞ୍ଚସ୍ଥ ନାଟକ ଥିଲା ''ରାଜମାଳା'', ଯାହା ୧୯୫୬ରେ ଭବାନୀପାଟଣାର ବିଜୟ କୁବଦ୍ଵାରାକୁବଦ୍ୱାରା ମଞ୍ଚସ୍ଥ ହୋଇଥିଲା ।
=== ରଚିତ ନାଟକ ===
{{div col|colwidth=20em}}
* ଦୁଃଖିନୀ
* ରାଜମାଳା
* ସ୍ୱର୍ଣ୍ଣଚମ୍ପା
* ସ୍ଵର୍ଣ୍ଣଚମ୍ପା
* ଆଜି ଓ କାଲି
* କାହାର ଛାଇ<ref>{{cite book|title=Cultural Heritage of Orissa: Justice Sri Harihar Mahapatra Felicitation Volume|url=https://books.google.com/books?id=W2ZuAAAAMAAJ|year=1993|publisher=Institute of Oriental and Orissan Studies}}</ref>
୬୩ କ ଧାଡ଼ି:
* ପି.ଡବ୍ଲ୍ୟୁ.ଡ଼ି
* ସହରରେ ଅଜଗର
* ସ୍ଵର୍ଣସ୍ୱର୍ଣ ମୟୁରୀ
* ସ୍ଵର୍ଗକୁସ୍ୱର୍ଗକୁ ଯାଅ ହେ ପାପୀମାନେ
* ମୁଁ ବାହା ହେବି
* ପଳାତକ
* ଯାହା କହିବି
* ସ୍ଵର୍ଗରସ୍ୱର୍ଗର କ୍ଷମତା ଲଢେଇ
* ସାତ ତାଳ ପାଣି<ref>{{cite web |title=COMMUNICATION THROUGH FOLK ELEMENTS: A STUDY IN MODERN ODIA DRAMA |url=https://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf |website=www.caluniv.ac.in |publisher=Global Media Journal-Indian Edition/ISSN 2249-5835 |accessdate=3 July 2021 |archiveurl=https://web.archive.org/web/20210703052456/https://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf |archivedate=3 July 2021}}</ref>
{{div col end}}
୮୦ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
୧୯୯୧ ମସିହାରେ ଶ୍ରୀଯୁକ୍ତ ରଥଙ୍କ ରଚିତ ବେତାର ହାସ୍ୟ ରସାତ୍ମକ ନାଟକ ‘ସ୍ଵର୍ଗର‘ସ୍ୱର୍ଗର କ୍ଷମତା ଲଢେଇ’ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ ଶବ ପଡ଼ିଛି', ଶୂନ୍ୟ ଆକାଶ ଅମର ଆଖି ଓ ଦି ପଟ ଚୁଡ଼ି ସର୍ବ ଭାରତୀୟ ପ୍ରତିଯୋଗିତରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲା ।
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର - ୧୯୯୬ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦତ୍ତ)<ref>{{cite web |title=ODISHA SANGEET NATAKA ACADEMY AWARD WINNERS |url=http://magazines.odisha.gov.in/orissaannualreference/ORA-2011/pdf/104-108.pdf |website=www.magazines.odisha.gov.in/ |publisher=Odisha Reference Annual 2011 |accessdate=3 July 2021 |archiveurl=https://web.archive.org/web/20210703051259/http://magazines.odisha.gov.in/orissaannualreference/ORA-2011/pdf/104-108.pdf |archivedate=8 December 2020}}</ref>
* ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୩