"ଡାଲଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୨ କ ଧାଡ଼ି:
'''ଡାଲଖାଇ''' ପଶ୍ଚିମ [[ଓଡ଼ିଶା]]ର ସର୍ବାଧିକ ଲୋକପ୍ରିୟ ନୃତ୍ୟ । <ref>http://www.sangeetnatak.org/deshparva/desaj/dalkhai.htm</ref> ଏହି ଗୀତର ପ୍ରତି ପଦର ଆରମ୍ଭ ଓ ଶେଷରେ ଡାଲଖାଇ ଶବ୍ଦ ଥାଏ ଯାହା ଝିଅ ସାଙ୍ଗକୁ ଲକ୍ଷ କରି ବ୍ୟବ‌ହାର କରାଯାଇଥାଏ । ଏହି ନୃତ୍ୟରେ [[ରାମାୟଣ]], [[ମହାଭାରତ]] ଓ [[ରାଧା]] [[କୃଷ୍ଣ]] ଇତ୍ୟାଦିଙ୍କ ଶୀର୍ଷକ ଥାଏ ।
 
ଏହା ଅନେକ ପର୍ବପର୍ବାଣୀପର୍ବପର୍ବାଣି ଯଥା:- ଭାଇ ଜିଉନ୍ତିଆ, ପୁଷପୁନି, [[ନୂଆଖାଇ]] ଇତ୍ୟାଦି ପର୍ବପର୍ବାଣୀରେପର୍ବପର୍ବାଣିରେ ଏହି ନୃତ୍ୟ କରାଯାଏ । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼, ନୁଆପଡ଼ା ଓ କଳାହାଣ୍ଡି ଇତ୍ୟାଦି ଜିଲ୍ଲାମାନଙ୍କର ବିଞ୍ଝଲ, କୁଡା, ମିର୍ଧା, ସମା ଇତ୍ୟାଦି ଜାତିର ମୂଖତଃ ମହିଳାମାନେ ଏହି ନୃତ୍ୟ କରନ୍ତି ।
==ଗୀତ==
ପର୍ବପର୍ବାଣୀରପର୍ବପର୍ବାଣିର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀ ମାନେ ନିଜ ସାଙ୍ଗସାଥୀ ମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-
 
<blockquote>
"https://or.wikipedia.org/wiki/ଡାଲଖାଇ"ରୁ ଅଣାଯାଇଅଛି