"ସିମେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Interwiki standardization; cosmetic changes
୧ କ ଧାଡ଼ି:
{{Wiktionary|Vermicelli}}
[[Fileଫାଇଲ:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]]
'''ସେମିଆ''' ବା '''ସିମେଇ''' (ଭର୍ମିସେଲି/Vermicelli) ({{IPA-en|ˌvɜrmɨˈtʃɛli}}, {{IPA-it|vermiˈtʃɛlli|lang}}, ଆକ୍ଷରିକ ଅର୍ଥ, "ଛୋଟ ପୋକ") [[ମଇଦା]]ରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ [[ଖିରି]], [[ପଲଉ]] ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର [[ପାସ୍ତା]] ଓ [[ସ୍ପାଗେଟି]] ଠାରୁ ସରୁ ।<ref>{{Cite web
| last =
୨୨ କ ଧାଡ଼ି:
 
==ରନ୍ଧା ଖାଦ୍ୟ==
* ସିମେଇ [[ଖିରି]]: ଏହ ଏକ ପ୍ରକାର [[ଖିରି]] ଯାହା ସିମେଇରେ ଚିନି, [[କେଶର]], [[କିସମିସ]] ଆଦି ପକାଇ ତିଆରି କରାଯାଇଥାଏ ।
* ସିମେଇ/ସେମିଆ [[ଖେଚେଡ଼ି]]/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
 
==ଦ୍ରଷ୍ଟବ୍ୟ==
{{reflist}}
 
[[ବିଭାଗ:ଖାଦ୍ୟ]]
 
[[categoryବିଭାଗ:ରନ୍ଧା ଖାଦ୍ୟ]]
[[category:ରନ୍ଧା ଖାଦ୍ୟ]]
 
[[bn:সেমাই]]
"https://or.wikipedia.org/wiki/ସିମେଇ"ରୁ ଅଣାଯାଇଅଛି