"କିଶୋରୀମଣି ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ +ଛବି
୧ କ ଧାଡ଼ି:
{{ଛୋଟ|Kishorimani Singh}}
{{Infobox Indian politician
|image = Kishorimani Singh.JPG
|name = କିଶୋରୀମଣି ସିଂହ
|caption =
୩୧ କ ଧାଡ଼ି:
}}
 
'''କିଶୋରୀମଣି ସିଂହ''' (୨୫ ନଭେମ୍ବର ୧୯୨୮ - ୨୭ ମଇ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ୧୯୯୧ ମସିହାରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[ଓଡ଼ିଶା ବିଧାନ ସଭା]]<nowiki/>କୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।<ref name="Kishorimani Singh">{{cite web |title=Late Kishorimani Singh |url=http://odishaassembly.nic.in/memberprofile.aspx?img=229 |website=odishaassembly.nic.in |publisher=Odisha Assembly |accessdate=9 March 2019}}</ref> [[ବିଜେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଜନତା ଦଳର ପ୍ରତିନିଧି ଭାବରେ ବିଧାୟକ ଥିବା [[ନିକୁଞ୍ଜ ବିହାରୀ ସିଂହ]]<nowiki/>ଙ୍କର ମୃତ୍ୟପରେ ତାଙ୍କ ପତ୍ନୀ କିଶୋରୀମଣି ଉପ ନିର୍ବାଚନରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ [[୧୦ମ ଓଡ଼ିଶା ବିଧାନ ସଭା]]<nowiki/>କୁସଭାକୁ ନିର୍ବାଚିତ ହୋଇଥିଲେ ।<ref name=":2" />
 
== ଜନ୍ମ, ଶିକ୍ଷା ଓ ପରିବାର ==
୩୯ କ ଧାଡ଼ି:
କିଶୋରୀମଣି ତାଙ୍କ ପତିଙ୍କ ପାଇଁ, ସେ ଲଢ଼ିଥିବା ବିଭିନ୍ନ ନିର୍ବାଚନ ସମୟରେ ପ୍ରଚାରରେ ଯୋଗ ଦେଉଥିଲେ ଓ ବିଭିନ୍ନ ସଭା ସମିତି ଗୁଡ଼ିକରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଏବଂ ରାଜନୀତିରେ ଆଂଶିକ ସକ୍ରିୟ ଥିଲେ । ତାଙ୍କ ପତି ନିକୁଞ୍ଜ ବିହାରୀ ସିଂହ ୧୯୯୧ ମସିହାର ଅଗଷ୍ଟ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Cite web|url=http://odishaassembly.nic.in/memberprofile.aspx?img=558|title=Late Nikunja Bihari Singh|last=|first=|date=|website=odishaassembly.nic.in|archive-url=|archive-date=|dead-url=|access-date=2019-03-09}}</ref> ସେତେବେଳକୁ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ [[୧୦ମ ଓଡ଼ିଶା ବିଧାନ ସଭା]]<nowiki/>ର ସଭ୍ୟ ଥିଲେ ।<ref name=":2">{{cite news|url=http://www.sambadepaper.com/Details.aspx?id=576630&boxid=3106774|title=ବିକାଶ ତରାଜୁରେ ବିଜେପୁର|work=ସମ୍ବାଦ|accessdate=8 March 2019|archiveurl=http://www.webcitation.org/76iVk0F0W|archivedate=8 March 2019}}</ref> ଫଳରେ ତାଙ୍କ ମୃତ୍ୟୁ ପରେ ସେହି ବିଧାନ ସଭା ଆସନଟି ଖାଲି ପଡ଼ିଥିଲା ।
 
ଏହି ଖାଲି ପଡ଼ିଥିବା ଆସନଟି ପାଇଁ ୧୯୯୧ ମସିହାରେ ବିଜେପୁରରେ ଉପ ନିର୍ବାଚନ ହୋଇଥିଲା । ଏହି ଉପ ନିର୍ବାଚନରେ କିଶୋରୀମଣି ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।<ref name=":3">{{Cite web|url=http://www.odishahelpline.com/Profile-of-Kishorimani-SinghBye-of-BIJEPUR-constituency-229.html|title=MLA Kishorimani Singh(Bye) Profile {{!}} BIJEPUR Constituency|website=www.odishahelpline.com|access-date=2019-03-09}}</ref> ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୧୦ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":3" /><ref name=":2" /> ଏହି ବିଧାନ ସଭାରେ ସେ ୧୬ ନଭେମ୍ବର ୧୯୯୧ ମସିହାରୁ ୧୯୯୫ ମସିହାରେ ସେହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।<ref name="Kishorimani Singh" />
 
== ମୃତ୍ୟୁ ==