"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Interwiki standardization; cosmetic changes
୧ କ ଧାଡ଼ି:
[[Imageଫାଇଲ:Avatars.jpg|thumb|250px|[[ବିଷ୍ଣୁ]]ଙ୍କର ଦଶ ଅବତାର]]
'''ଦଶ ଅବତାର''' ବା '''ଦଶାବତାର''' ଦଶଜଣ ମୁଖ୍ୟ [[ଅବତାର]]ଙ୍କୁ ବୁଝାଇଥାଏ । [[ବୈଷ୍ଣବ]] ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । [[ବିଷ୍ଣୁ]]ଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । [[ଗରୁଡ଼ ପୁରାଣ]]ରେ (୧.୮୬.୧୦-୧୧) ଏହି ଅବତାର ମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।
<!--uncited text, Wikipedia doesn't accept uncited text or purely religious text without citation, nor common belief. ଶାସ୍ତ୍ରରେ ଅଛି ଯେ ଯେତେବେଳେ ପୃଥିବୀରେ ଅନ୍ୟାୟର ମାତ୍ରା ଅତି ବେଶି ହୋଇଯାଏ, ସେତେବେଳେ ଦୁଷ୍କୃତକାରୀ ବ୍ୟକ୍ତିଙ୍କୁ ନାଶ କରି ସୁକୃତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭଗବାନ ବିଷ୍ଣୁ ପାର୍ଥିବରୂପ ଧାରଣ କରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ଦଳନ ଓ ଶିଷ୍ଟପାଳନ କରି ପୃଥିବୀକୁ ପାପରୁ ଉଦ୍ଧାର କରି ରକ୍ଷା କରନ୍ତି ୤ -->
 
ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା '''ମତ୍ସ୍ୟ''', '''କଚ୍ଛପ''', '''ବରାହ''', '''ବାମନ''', '''ନୃସିଂହ''', '''ପରଶୁରାମ''', '''ରାମ''', '''ବଳରାମ''', '''ବୁଦ୍ଧ''' ଓ '''କଳ୍କୀ''' ଏହି ଦଶ ଗୋଟି ଅବତାର ପ୍ରଧାନ ୤
 
==ଐତିହାସିକ ବିବର୍ତ୍ତନ==
୫୧ କ ଧାଡ଼ି:
===କଳ୍କି===
ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ବାସ ୤ ପ୍ରଚଳିତ ବିଶ୍ବାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ ୤
[[Fileଫାଇଲ:Dasavatar, 19th century.jpg|thumb|650px|center|ଦଶ ଅବତାର]]
 
==ଅଲଗାଭାବେ==
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି