"ଗଜାନନ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଂଶୋଧନ: ମାଝି > ନାୟକ
୧ କ ଧାଡ଼ି:
{{ଛୋଟ|Gajanan Nayak}}
{{Infobox Indian politician
| image = {{#property:P18}}Gajanan Nayak.jpg
| name = ଗଜାନନ ମାଝି
| caption =
୪୨ କ ଧାଡ଼ି:
}}
 
'''ଗଜାନନ ମାଝିନାୟକ''' (୧ ଜୁଲାଇ ୧୯୧୮ - ୮ ଅଗଷ୍ଟ ୨୦୧୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ହୋଇଥିବା ସ୍ୱାଧୀନତା ପୂର୍ବରୁ ହୋଇଥିବା ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[କଳାହାଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ [[ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ । ଭାରତ ସ୍ୱାଧୀନ ହେବାପରେ ୧୯୭୭ ଓ ୧୦୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ ଯଥାକ୍ରମେ [[୭ମ ଓଡ଼ିଶା ବିଧାନ ସଭା|୭ମ]] ଓ [[୮ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
ଗଜାନନ ମାଝିନାୟକ ୧୯୧୮ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁମ ନାୟକ ଓ ପତ୍ନୀଙ୍କ ନାମ ରମାମଣି ନାୟକ ।<ref name="Gajanan Nayak">{{cite web|url=http://odishaassembly.nic.in/memberprofile.aspx?img=262|title=Shri Gajanan Nayak|last=|first=|date=|website=odishaassembly.nic.in|publisher=Odisha Assembly|accessdate=22 May 2021}}</ref>
 
== ରାଜନୈତିକ ଜୀବନ ==
ଗଜାନନ ମାଝିନାୟକ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ର ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଦୁଇ ଥର କାର୍ଯ୍ୟ କରିଥିଲେ ।<ref name="Gajanan Nayak"/>
 
=== ବିଧାନ ସଭା ସଭ୍ୟ ବିବରଣୀ ===
୭୮ କ ଧାଡ଼ି:
 
== ମୃତ୍ୟୁ ==
ଗଜାନନ ମାଝିନାୟକ ୨୦୧୧ ମସିହାର ଅଗଷ୍ଟ ୮ ତାରିଖରେ ୯୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।<ref name="Gajanan Nayak" />
 
== ଆଧାର ==