"ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (robot Adding: en:Udayagiri and Khandagiri Caves
ଟିକେ Robot: Interwiki standardization; cosmetic changes
୧ କ ଧାଡ଼ି:
<!--[[Image:Ranigumpha.JPG|thumb|ରାଣୀଗୁମ୍ଫା (୧ମ ଗୁମ୍ଫା) ଉଦୟଗିରି]]-->
<!--[[Image:Ganeshagumpha.JPG|thumb|ଗଣେଶ (୧୦ମ ଗୁମ୍ଫା) ଉଦୟଗିରି]]-->
[[Fileଫାଇଲ:Hathigumpha.JPG|thumb|ହାତୀଗୁମ୍ଫା (୧୪ତମ ଗୁମ୍ଫା) ଉଦୟଗିରି]]
<!--[[Image:Khandagiri.JPG|thumb|ଖଣ୍ଡ଼ଗିରି ଗୁମ୍ଫା]]-->
<!--[[Image:Udaygiri1.jpg|thumb|ଉଦୟଗିରି]]-->
<!--[[Image:Udaygiri2.jpg|thumb|ଉଦୟଗିରି]]-->
 
'''ଉଦୟଗିରି ଓ ଖଣ୍ଡ଼ଗିରି ଗୁମ୍ଫା''' ଅଧା ପ୍ରକୃତିକ ଓ ଅଧା ମଣିଷ ଦେଇ ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା [[ଓଡ଼ିଶା]]ର [[ଭୁବନେଶ୍ଵର]] ଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ [[ଉଦୟଗିରି]] ଓ [[ଖଣ୍ଡ଼ଗିରି]]ରେ ରହିଛି ଯାହା [[ହାତୀଗୁମ୍ଫାର ଶିଳାଲେଖ]]ର '''କୁମାରୀ ପର୍ବତ''' ନାମରେ ମଦ୍ଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇଛନ୍ତି ର୍ ରାସ୍ତାର ଦୁଇ ପାଖରେ ଅଛନ୍ତି ।
 
== ଉଦୟଗିରିରେ ଥିବା ଗୁମ୍ଫାମାନଙ୍କର ତାଲିକା==
# ରାଣୀଗୁମ୍ଫା
# ବଜାଘର ଗୁମ୍ଫା
# ଛୋଟ ହାତୀଗୁମ୍ଫା
# ଅଳକାପୁରୀ ଗୁମ୍ଫା
# ଜୟ-ବିଜୟ ଗୁମ୍ଫା
# ପଣସଗୁମ୍ଫା
# ଠାକୁରାଣୀ ଗୁମ୍ଫା
# ପାତାଳପୁରୀ ଗୁମ୍ଫା
# ମଞ୍ଚପୁରୀ ଗୁମ୍ଫା
# ଗଣେଶ ଗୁମ୍ଫା
# ଜାମ୍ବେଶ୍ଵର ଗୁମ୍ଫା
# ବ୍ୟାଘ୍ର ଗୁମ୍ଫା
# ସର୍ପ ଗୁମ୍ଫା
# ହାତୀ ଗୁମ୍ଫା
# ଧନଘର ଗୁମ୍ଫା
# ହରିଦାସ ଗୁମ୍ଫା
# ଜଗମଥା ଗୁମ୍ଫା
# ରୋଷେଇ ଗୁମ୍ଫା
 
== ଖଣ୍ଡ଼ଗିରିରେ ଥିବା ଗୁମ୍ଫା ==
# ତତ୍ତ୍ଵ ଗୁମ୍ଫା-୧
# ତତ୍ତ୍ଵ ଗୁମ୍ଫା-୨
# ଅନନ୍ତ ଗୁମ୍ଫା
# ତେନ୍ତୁଳି ଗୁମ୍ଫା
# ଖଣ୍ଡ଼ଗିରି ଗୁମ୍ଫା
# ଧ୍ୟାନ ଗୁମ୍ଫା
# ନବମୂନି ଗୁମ୍ଫା
# ବାରଭୂଜି ଗୁମ୍ଫା
# ତୃସୁଳ ଗୁମ୍ଫା
# ଅମ୍ବିକା ଗୁମ୍ଫା
# ଲଲାତେନ୍ଦୁ କେଶରୀ ଗୁମ୍ଫା
# '''ନାମହୀନ'''
# '''ନାମହୀନ'''
# ଏକାଦଶୀ ଗୁମ୍ଫା
# ନାମହୀନ
 
==ଆହୁରି ଦେଖନ୍ତୁ==
* [[ହାତୀଗୁମ୍ଫାର ଶିଳାଲେଖ]]
* [[ଖାରବେଳ]]
* [[ଉଦୟଗିରି ଗୁମ୍ଫା]]
 
==ଦ୍ରଷ୍ଟବ୍ୟ==
୫୬ କ ଧାଡ଼ି:
 
==ବାହାର ଲିଙ୍କ==
* http://www.indiaplaces.com/india-monuments/bhubaneshwar-udaigiri-caves.html
* [http://ignca.nic.in/asp/showbig.asp?projid=orkhr1870001 Udayagiri Complex], extensive image gallery by Indira Gandhi National Centre of Arts
* [http://www.wondermondo.com/Countries/As/India/Orissa/Udayagiri.htm Udayagiri Caves, Khandagiri Caves, Orissa - rock cut Jain temples] by Wondermondo