"ପକ୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
କୃଷ୍ଣ ପକ୍ଷ ନାମକରଣର ହେତୁ
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
୧୫ ତିଥିରେ ଏକ ପକ୍ଷ ହୁଏ ।
== କୃଷ୍ଣପକ୍ଷ ==
 
[[ପୂର୍ଣ୍ଣିମା]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ୱାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ [[ଅମାବାସ୍ୟା]] ଦିନ ଶେଷ ହୁଏ ।
 
[[ପୂର୍ଣ୍ଣିମା]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ୱାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ [[ଅମାବାସ୍ୟା]] ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ଵା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ
 
 
== ଶୁକ୍ଳପକ୍ଷ ==
ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।
"https://or.wikipedia.org/wiki/ପକ୍ଷ"ରୁ ଅଣାଯାଇଅଛି