"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୪୩୬ କ ଧାଡ଼ି:
ଏହି ସମୟରେ, ୧ ଅପ୍ରିଲ୍ ୨୦୨୧ ଠାରୁ ବରିଷ୍ଠ ନାଗରିକ ତଥା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦେଶବ୍ୟାପୀ ଟୀକାକରଣରେ ଭାଗ ନେବାକୁ ପ୍ରସ୍ତୁତ କରାଯାଉଛି ।<ref name="financialexpress">{{cite web |title=Odisha Covid-19 guidelines for April: District authorities, municipalities to enforce micro containment zones |url=https://www.financialexpress.com/lifestyle/health/odisha-covid-19-guidelines-for-april-district-authorities-municipalities-to-enforce-micro-containment-zones/2224324/ |website=The Financial Express |accessdate=2 April 2021 |date=31 March 2021}}</ref>
 
== କରୋନାର ଦ୍ଵିତୀୟଦ୍ୱିତୀୟ ଲହର ==
ଏପ୍ରିଲ ୨୦୨୧ ପ୍ରଥମ ସପ୍ତାହ ବେଳକୁ ଦେଶରେ ତଥା ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଦେଖାଇବା ଆରମ୍ଭ କଲା । ହଠାତ ଦୈନିକ ସଂକ୍ରମଣ ହାର ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା ।<ref name="The New Indian Express">{{cite web |title=Odisha could see peak of 5,000 coronavirus cases a day by month-end |url=https://www.newindianexpress.com/states/odisha/2021/apr/08/odisha-could-see-peak-of-5000-coronavirus-cases-a-day-by-month-end-2287388.html |website=The New Indian Express |accessdate=21 April 2021}}</ref>