"ଦେବେନ୍ଦ୍ରନାଥ ମାନସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ +ଛବି
 
୧ କ ଧାଡ଼ି:
{{ଛୋଟ|Debendranath Mansingh}}
{{Infobox Indian politician
| image = Debendranath Mansingh.jpg
| name = ଦେବେନ୍ଦ୍ର ନାଥ ମାନସିଂହ
| caption =
୩୯ କ ଧାଡ଼ି:
}}
 
'''ଦେବେନ୍ଦ୍ର ନାଥ ମାନସିଂହ''' (ଜନ୍ମ: ୧୩ ଜୁନ୍ଜୁନ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଦେବେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="Debendranath Mansingh">{{cite web|url=http://odishaassembly.nic.in/memberprofile.aspx?img=344 |title=Shri Debendranath Mansingh |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=20 May 2020}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
ଦେବେନ୍ଦ୍ର ନାଥ ମାନସିଂହ ୧୯୪୬ ମସିହାର ଜୁନ୍ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref name="Debendranath Mansingh"/> ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ମାନସିଂହ ଏବଂ ପତ୍ନୀଙ୍କ ନାମ ସ୍ନେହଲତା ମାନସିଂହ ।<ref name="Debendranath Mansingh"/>
 
== ରାଜନୈତିକ ଜୀବନ ==