"କାର୍ତ୍ତିକ ଚନ୍ଦ୍ର ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image value added through Wikidata
ଟିକେ ଇଂରାଜୀ ନାମ ସଂଶୋଧନ
୧ କ ଧାଡ଼ି:
{{ଛୋଟ|PriyanathKartik NandyChandra Rout}}
{{Infobox Indian politician
|image = {{#property:P18}}Kartik Chandra Rout.jpg
|name = କାର୍ତ୍ତିକ ଚନ୍ଦ୍ର ରାଉତ
|caption =
୩୧ କ ଧାଡ଼ି:
}}
 
'''କାର୍ତ୍ତିକ ଚନ୍ଦ୍ର ରାଉତ''' (୧ ଜାନୁଆରୀ ୧୯୨୮ - ୫ ସେପ୍ଟେମ୍ବର ୧୯୮୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Kartik Chandra Rout">{{cite web|url=http://odishaassembly.nic.in/memberprofile.aspx?img=660 |title=Late Kartik Chandra Rout |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=23 May 2019}}</ref>
 
== ଜନ୍ମ ପରିବାର ଓ ଶିକ୍ଷା ==
୩୭ କ ଧାଡ଼ି:
 
== ରାଜନୈତିକ ଜୀବନ ==
କାର୍ତ୍ତିକ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ [[ବାଲେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ)|ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ମୃତ୍ୟୁ ==
୪୭ କ ଧାଡ଼ି:
[[ଶ୍ରେଣୀ:୧୯୨୮ ଜନ୍ମ]]
[[ଶ୍ରେଣୀ:୧୯୮୫ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:୭ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:ଓଡ଼ିଆ ଲୋକ]]