"ଭାରତୀୟ ସମ୍ବିଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୬୧ କ ଧାଡ଼ି:
* ଜୁଲାଇ ୨୨, ୧୯୪୭ - [[ଭାରତର ଜାତୀୟ ପତାକା|ଜାତୀୟ ପତାକା]] ଅଙ୍ଗୀକୃତ କରାଗଲା ।
* ଅଗଷ୍ଟ ୧୫, ୧୯୪୭ - ସ୍ୱାଧୀନତା ପ୍ରାପ୍ତ ହେଲା । ଭାରତ, [[ଭାରତୀୟ ଅଧିରାଜ୍ୟ]] ଓ [[ପାକିସ୍ତାନୀ ଅଧିରାଜ୍ଯ]] ରୂପେ ଦୁଇ ଭାଗ ହେଲା ।
* ଅଗଷ୍ଟ ୨୯, ୧୯୪୭ - [[ଭୀମରାଓ ରାମଜୀ ଆମ୍ବେଦକର|ବାବାସାହେବ ଆମ୍ବେଦକର]]ଙ୍କ ନେତୃତ୍ବରେ ଚିଠା ପ୍ରସ୍ତୁତକାରୀ କମିଟି ଗଠନ କରାଗଲା । ଏହି କମିଟିର ଅନ୍ଯାନ୍ଯ ସଦସ୍ଯମାନେ ହେଲେ ମୁନ୍ସି, [[ମୁହମ୍ମେଦ ସଦୁଲ୍ଲାଃ]], [[ଆଲ୍ଲାଦି କ୍ରିଷ୍ଣସ୍ୱାମୀ ଅୟର]], [[ଏନ୍. ଗୋପାଳସ୍ଵାମୀଗୋପାଳସ୍ୱାମୀ ଅୟଙ୍ଗର]], ଖୈତାନ, ମିତ୍ତର ।
* ଜୁଲାଇ ୧୬,୧୯୪୮ - ହରେନ୍ଦ୍ର କୁମାର ମୁଖାର୍ଜୀଙ୍କ ସହ ଭି. ଟି. କ୍ରିଷ୍ଣାମଚାରୀ ମଧ୍ଯ ସମ୍ବିଧାନ ସଭାର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
* ନଭେମ୍ବର ୨୬, ୧୯୪୯ - ସଭାଦ୍ଵାରାସଭାଦ୍ୱାରା ସମ୍ବିଧାନ ଗୃହୀତ ଏବଂ ଅଙ୍ଗୀକୃତ ହେଲା ।
* ଜାନୁଆରୀ ୨୪, ୧୯୫୦ - ସମ୍ବିଧାନ ସଭାର ଅନ୍ତିମ ବୈଠକ । ସମ୍ବିଧାନରେ ଦସ୍ତଖତ କରାଯାଇ ପ୍ରଣୟନ କରାଗଲା ।
* ଜାନୁଆରୀ ୨୬, ୧୯୫୦ - ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ( ଏହି ପ୍ରକ୍ରିୟାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଏଥିରେ ୬.୪ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା । )