"ଭାରତୀୟ ସମ୍ବିଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୧୦ କ ଧାଡ଼ି:
| system = ସଂଘୀୟ ସଂସଦୀୟ ସାମ୍ବିଧାନିକ ସାଧାରଣତନ୍ତ୍ର
| branches = ତିନି (ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ଯାୟପାଳିକା)
| chambers = ଦ୍ୱିସଦନୀୟ (ରାଜ୍ଯସଭା, ଲୋକସଭାଲୋକ ସଭା)
| executive = ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ଯାବିନେଟ ଯାହା ସଂସଦର ନିମ୍ନ ସଦନ ପାଖରେ ଉତ୍ତରଦାୟୀ
| courts = [[ଭାରତୀୟ ସର୍ବୋଚ୍ଚ ନ୍ଯାୟାଳୟ|ଭାରତର ସର୍ବୋଚ୍ଚ ନ୍ଯାୟାଳୟ]], [[ଉଚ୍ଚ ନ୍ୟାୟାଳୟ|ରାଜ୍ଯମାନଙ୍କର ଉଚ୍ଚ ନ୍ୟାୟାଳୟ]], [[ଭାରତର ଜିଲ୍ଲା ନ୍ୟାୟାଳୟ|ଜିଲ୍ଲା ନ୍ଯାୟାଳୟ]]
୩୧ କ ଧାଡ଼ି:
 
[[File:Dr. Ambedkar and the constitution 2015 stamp of India.jpg|thumb|୨୦୧୫ର ଏକ ପୋଷ୍ଟାଲ ଷ୍ଟାମ୍ପରେ [[ଭୀମରାଓ ରାମଜୀ ଆମ୍ବେଦକର]] ଏବଂ ଭାରତୀୟ ସମ୍ବିଧାନ]]
୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭା ଦ୍ବାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା ।<ref>"Introduction to Constitution of India". Ministry of Law and Justice of India. 29 July 2008. Archived from the original on 22 October 2014. Retrieved 14 October 2008.</ref> ଭାରତର ସମ୍ବିଧାନ, [[ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫]] କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ [[ଭାରତୀୟ ଅଧିରାଜ୍ଯ]], [[ଭାରତୀୟ ଗଣରାଜ୍ୟ]]ରେ ପରିଣତ ହେଲା । ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ [[ସାଧାରଣତନ୍ତ୍ର ଦିବସ (ଭାରତ)|ସାଧାରଣତନ୍ତ୍ର ଦିବସ]] ରୂପେ ପାଳନ କରେ ।<ref>Das, Hari (2002). Political System of India (Reprint ed.). New Delhi: Anmol Publications. p. 120. <nowiki>ISBN 978-8174884961</nowiki>.</ref>
 
ସମ୍ବିଧାନ ଭାରତକୁ ଏକ [[ସାର୍ବଭୌମତ୍ୱ|ସାର୍ବଭୌମ]], [[ସମାଜବାଦ|ସମାଜବାଦୀ]], [[ପନ୍ଥ-ନିରପେକ୍ଷତା|ପନ୍ଥ-ନିରପେକ୍ଷ]]<ref>WP(Civil) No. 98/2002 (12 September 2002). "Aruna Roy & Ors. v. Union of India & Ors" (PDF). Supreme Court of India. p. 18/30. Archived (PDF) from the original on 7 May 2016. Retrieved 11 November 2015.</ref> ତଥା [[ଗଣତାନ୍ତ୍ର|ଗଣତାନ୍ତ୍ରିକ]] [[ସାଧାରଣତନ୍ତ୍ର]] ହେବ ବୋଲି ଉଦ୍ଘୋଷଣା କରିଅଛି । ତତ୍ସହିତ ଏହା ସମସ୍ତ ନାଗରିକଙ୍କୁ [[ନ୍ଯାୟ]], [[ବିଦିକ ସମାନତା|ସମାନତା]] ଏବଂ [[ସ୍ୱତନ୍ତ୍ରତା]] ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ଯରେ [[ଭ୍ରାତୃଭାବ]]<ref>"Preamble of the Constitution of India" (PDF). Ministry of Law & Justice. Archived from the original (PDF) on 9 October 2017. Retrieved 29 March 2012.</ref> ସ୍ଥାପନ ଉତ୍ସାହିତ କରୁଅଛି । ୧୯୫୦ର ମୂଳ ସମ୍ବିଧାନଟିକୁ ଏକ [[ହିଲିଅମ]] ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀ ଠାରେନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି । "ପନ୍ଥ-ନିରପେକ୍ଷ" ତଥା "ସମାଜବାଦୀ" ଶବ୍ଦ ଦୁଇଟିକୁ ୧୯୭୬ ମସିହାରେ [[ଆପାତକାଳ]] ସମୟରେ ପ୍ରସ୍ତାବନାରେ ଯୋଡାଯାଇଥିଲା ।<ref>Dhavan, Rajeev (26 November 2015). "Document for all ages: Why Constitution is our greatest achievement". Hindustan Times. OCLC 231696742. Archived from the original on 24 July 2018. Retrieved 24 July 2018.</ref>
 
== ପୃଷ୍ଠଭୂମି ==
୪୨ କ ଧାଡ଼ି:
 
=== ପୂର୍ବର ଅଧିନିୟମ ===
ସମ୍ବିଧାନର ନିର୍ମାଣରେ ପୂର୍ବ ପ୍ରଣୟିତ ସମସ୍ତ ଅଧିନିୟମର ସହାୟତା ନିଆଯାଇଥିଲା । ଭାରତର ତତ୍କାଳୀନ ଆବଶ୍ଯକତାକୁଆବଶ୍ୟକତାକୁ ନଜରରେ ରଖି, ସମ୍ବିଧାନ ସଂରଚକମାନେ [[ଭାରତୀୟ ପ୍ରଶାସନ ଅଧିନିୟମ, ୧୮୫୮]], [[ଭାରତୀୟ ପରିଷଦ ଅଧିନିୟମ, ୧୮୬୧]], [[ଭାରତୀୟ ପରିଷଦ ଅଧିନିୟମ, ୧୮୯୨|୧୮୯୨]] ଓ [[ଭାରତୀୟ ପରିଷଦ ଅଧିନିୟମ, ୧୯୦୯|୧୯୦୯]], [[ଭାରତୀୟ ପ୍ରଶାସନ ଅଧିନିୟମ, ୧୯୧୯]] ଓ [[ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫|୧୯୩୫]] ଏବଂ [[ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭]] ଆଦିର ଅନେକ ଧାରାର ଉଦ୍ଧାର କରି ସମ୍ବିଧାନରେ ସ୍ଥାନ ଦେଲେ । ୧୯୪୭ର ସ୍ୱାଧୀନତା ଅଧିନିୟମ ଯାହା ଭାରତ ଓ ପାକିସ୍ତାନର ସ୍ଥାପନ କଲା, ତତ୍କାଳୀନ ସମ୍ବିଧାନ ସଭାକୁ ମଧ୍ଯ ଦୁଇଭାଗ କରିଦେଲା । ପ୍ରତ୍ଯେକ ସମ୍ବିଧାନ ସବା ନିଜ ଦେଶପାଇଁ ସମ୍ବିଧାନ ପ୍ରଣୟନ ନିମନ୍ତେ ସ୍ୱତନ୍ତ୍ର ଥିଲା ।
 
== ସମ୍ବିଧାନ ସଭା ==
୪୯ କ ଧାଡ଼ି:
ସମ୍ବିଧାନ ସଭା ଦ୍ବାରା ଭାରତୀୟ ସମ୍ବିଧାନର ରଚନା କରାଯାଇଥିଲା । ଏହାର ସଦସ୍ଯଗଣ [[୧୯୪୬ ଭାରତୀୟ ପ୍ରନ୍ତୀୟ ନିର୍ବାଚନ|ପ୍ରାନ୍ତୀୟ ବିଧାୟିକା]]ର ସଦସ୍ଯମାନଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ ।<ref>"The Constituent Assembly Debates (Proceedings):(9th December,1946 to 24 January 1950)". The Parliament of India Archive. Archived from the original on 29 September 2007. Retrieved 22 February 2008.</ref> ଏହାର ସଦସ୍ଯ ସଂଖ୍ଯା ୩୮୯ ([[ଭାରତର ବିଭାଜନ|ଦେଶର ବିଭାଜନ]] ପରେ ୨୯୯କୁ ହ୍ରାସ ପାଇଥିଲା) ଥିଲା । ଦୀର୍ଘ ତିନିବର୍ଷ କାଳ ବ୍ଯାପ୍ତ, ୧୬୫ ଦିନରେ ୧୧ଟି ଅଧିବେଶନ ସହ ଏହା ଭାରତୀୟ ସମ୍ବିଧାନର ରୂପରେଖ ସ୍ଥିରକୃତ କଲା ।<ref>Krithika, R. (21 January 2016). "Celebrate the supreme law". The Hindu. ISSN 0971-751X. OCLC 13119119. Archived from the original on 21 December 2016. Retrieved 24 July 2018.</ref><ref>Yellosa, Jetling (26 November 2015). "Making of Indian Constitution". The Hans India. Archived from the original on 24 July 2018. Retrieved 24 July 2018.</ref>
 
[[ଭୀମରାଓ ରାମଜୀ ଆମ୍ବେଦକର|ଡ. ଭୀ. ରା. ଆମ୍ବେଦକର]] ଜଣେ ବିଜ୍ଞ ସାମ୍ବିଧାନିକ ବୁଦ୍ଧିଜୀବୀ ଥିଲେ । ସେ ପ୍ରାୟ ୬୦ ଟି୬୦ଟି ଦେଶର ସମ୍ବିଧାନ ଅଧ୍ଯୟନ କରିଥିଲେ । ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି ଗ୍ରହଣ କରାଯାଇଛି ।<ref>Laxmikanth, M. ''INDIAN POLITY''. McGraw-Hill Education. ISBN <bdi>9789352604883</bdi>. Retrieved 6 April 2019 – via Google Books.</ref><ref>"Constitution Day: A look at Dr BR Ambedkar's contribution towards Indian Constitution". India Today. Ist. Archived from the original on 31 March 2019. Retrieved 6 April 2019</ref> ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତକାରୀ କମିଟିର ଏକ ସଦସ୍ଯ, [[ତି. ଥି. କ୍ରିଷ୍ଣାମଚାରୀ]] କହିଥିଲେ:
 
{{Quote|"ମାନନୀୟ ସଭାପତି ମହୋଦୟ, ଏହି ଗୃହରେ ଡ. ଆମ୍ବେଦକରଙ୍କ ସମ୍ଭାଷଣ ଭଲଭାବରେ ଶୁଣିଥିବା ଲୋକଙ୍କ ମଧ୍ଯରୁ ମୁଁ ଜଣେ । ଏହି ସମ୍ବିଧାନର ନିର୍ମାଣ ପାଇଁ ସେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି ଏବଂ ଯେଉଁ ପରିମାଣର କଠିନ କାର୍ଯ୍ୟ କରିଛନ୍ତି ତାହା ବିଷୟରେ ମୁଁ ଅବଗତ ଅଟେ । ତା ସହିତ, ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ନିର୍ମାଣ ପାଇଁ, ଯେଉଁ ପରିମାଣର ଧ୍ଯାନ ଆବଶ୍ଯକଆବଶ୍ୟକ, ଯାହା ଏବେକାର ସମୟରେ ନିତାନ୍ତ ଜରୁରୀ ଅଟେ, ତାହା ଚିଠା ପ୍ରସ୍ତୁତକାରୀ କମିଟି ଦ୍ବାରା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହି ସଦନଟି ବୋଧହୁଏ ଜାଣିଥିବ ଯେ ଆପଣଙ୍କ ଦ୍ବାରା ମନୋନୀତ ସାତ ଜଣ ସଦସ୍ଯଙ୍କ ମଧ୍ଯରୁ ଜଣେ ଇସ୍ତଫା ଦେଇଛନ୍ତି ଏବଂ ବିସ୍ଥାପିତ ହୋଇସାରିଛନ୍ତି । ଜଣେ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନ କେହି ଭରି ନାହାଁନ୍ତି । ଜଣେ ଆମେରିକାରେ ଅଛନ୍ତି ଓ ତାଙ୍କର ସ୍ଥାନ ମଧ୍ଯ ରିକ୍ତ ଅଛି । ଅନ୍ୟ ଜଣେ ସଦସ୍ଯ ପ୍ରଶାସନିକ କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି । ଜଣେ ବା ଦୁଇ ଜଣ ସଦସ୍ଯ ଦିଲ୍ଲୀଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଯୋଗଦେବା ପାଇଁ ଅନୁମତି ଦେଇନି । ଅନ୍ତତଃ ସମ୍ବିଧାନ ଚିଠା ପ୍ରସ୍ତୁତ ପାଇଁ ସମସ୍ତ ଦାୟିତ୍ୱ ଡ. ଆମ୍ବେଦକରଙ୍କ ଉପରେ ପଡିଅଛି । ଏହି ଅସମ୍ଭବ ବା ଦୁଃସାଧ୍ୟ କାର୍ଯ୍ୟକୁ ପୂରଣ କରିପାରିଥିବା ଯୋଗୁଁ ନିଃସନ୍ଦେହ ଆମେ ତାଙ୍କ ଠାରେତାଙ୍କଠାରେ ଚିରଋଣୀ ହୋଇ ରହିବା ।"<ref>"Denying Ambedkar his due". 14 June 2016. Archived from the original on 31 March 2019. Retrieved 6 April 2019.</ref><ref>"Constituent Assembly of India Debates". 164.100.47.194. Archived from the original on 7 January 2019. Retrieved 6 April 2019.</ref>}}
 
=== ଭାରତୀୟ ସମ୍ବିଧାନ ନିର୍ମାଣର ସମୟରେଖା ===
୭୬ କ ଧାଡ଼ି:
* ଏକକ ନାଗରିକତା
* [[ବିଧି ଶାସନ]]
* [[ଲୋକସଭାରଲୋକ ସଭାର ବାଚସ୍ପତି|ବୈଧାନିକ ବାଚସ୍ପତି]] ଓ ତାଙ୍କର ଭୂମିକା
* ବୈଧାନିକ ରିତିନୀତି
|-