"ମୋ ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଆଧାର
୫ କ ଧାଡ଼ି:
ମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା ।<ref>{{cite web |title=‘ମୋ ସାଇକେଲ’ ସେବାକୁ ପୂରିଲା ଏକ ବର୍ଷ: ପାଳନ ହେଲା ପ୍ରଥମ ବାର୍ଷିକୀ, ସାଇକ୍ଲୋଥନର ଆୟୋଜନ |url=https://sambad.in/state/mo-cycle-celebrates-its-first-anniversary-452782/ |website=www.sambad.in |publisher=ଇଷ୍ଟର୍ଣ୍ଣ ମିଡ଼ିଆ |accessdate=24 February 2021 |archiveurl=https://web.archive.org/web/20191127051105/http://sambad.in/state/mo-cycle-celebrates-its-first-anniversary-452782/ |archivedate=24 February 2021}}</ref> ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ )‌ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ଭୁବନେଶ୍ୱର ପାଇଁ ୩ଟି ସାଇକେଲ କମ୍ପାନୀ ମାଧ୍ୟମରେ ୨୦୦୦ଟି ସାଇକେଲ ଆସିଥିଲା । ହେକ୍ସି କମ୍ପାନୀକୁ ଏକ ହଜାର ସାଇକେଲ ପାଇଁ ଅଢ଼େଇ କୋଟି, ୟୋନୋ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯାଇ ସାଇକେଲ କିଣା ଯାଇଥିଲା । ପ୍ରତି ସାଇକେଲର ଦର ୨୫୦୦୦ଟଙ୍କା ଥିଲା । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନ ସମୟରେ ଏହି ଯୋଜନା ବନ୍ଦ ରଖାଯାଇଥିଲା ।<ref>{{cite web |title=ବନ୍ଦ ହେଲା ମୋ ସାଇକେଲ |url=https://www.dharitri.com/%E0%AC%AC%E0%AC%A8%E0%AD%8D%E0%AC%A6-%E0%AC%B9%E0%AD%87%E0%AC%B2%E0%AC%BE-%E0%AC%AE%E0%AD%8B-%E0%AC%B8%E0%AC%BE%E0%AC%87%E0%AC%95%E0%AD%87%E0%AC%B2/ |website=www.dharitri.com |publisher=ଧରିତ୍ରୀ |accessdate=24 February 2021 |archiveurl=https://web.archive.org/web/20210224085557/https://www.dharitri.com/%E0%AC%AC%E0%AC%A8%E0%AD%8D%E0%AC%A6-%E0%AC%B9%E0%AD%87%E0%AC%B2%E0%AC%BE-%E0%AC%AE%E0%AD%8B-%E0%AC%B8%E0%AC%BE%E0%AC%87%E0%AC%95%E0%AD%87%E0%AC%B2/ |archivedate=24 February 2021}}</ref>
 
୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇ ପାରିନଥିଲା ।<ref>{{cite web |title=ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ |url=https://react.etvbharat.com/oriya/odisha/videos/city/mo-cycle-survival-in-hands-of-bmc-now/or20201021175856122 |website=www.etvbharat.com |publisher=ଇଟିଭି |accessdate=24 February 2021 |archiveurl=https://web.archive.org/web/20210224090623/https://react.etvbharat.com/oriya/odisha/videos/city/mo-cycle-survival-in-hands-of-bmc-now/or20201021175856122 |archivedate=24 February 2021}}</ref> ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ ।<ref>{{cite web |title=‘ମୋ ସାଇକେଲ୍‌’ ପ୍ରତି ‌‘ମୋର’ ଭାବନା ନାହିଁ, ରାସ୍ତାରେ ଖତ ଖାଉଛି ୫୦୦ ‘ମୋ ସାଇକେଲ୍‌’ |url=https://sambad.in/metro/i-dont-have-a-my-feeling-towards-my-bike-630939/ |website=www.sambad.in |publisher=ଇଷ୍ଟର୍ଣ୍ଣ ମିଡ଼ିଆ ଲି। |accessdate=24 February 2021 |archiveurl=https://web.archive.org/web/20210224075240/https://sambad.in/metro/i-dont-have-a-my-feeling-towards-my-bike-630939/ |archivedate=24 February 2021}}</ref>
 
== ଆଧାର ==