"ବିମଳ ଲୋଚନ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image value added through Wikidata
୪ କ ଧାଡ଼ି:
|name = ବିମଳ ଲୋଚନ ଦାସ
|caption =
|birth_date = {{Birth date and age|df=y|1939|10|11}}
|birth_place =
|residence =
|death_date = {{Death date and age|df=y|2021|02|23|1939|10|11}}
|office1 = ବିଧାୟକ: [[୧୩ଶ ଓଡ଼ିଶା ବିଧାନ ସଭା]]
|constituency1 = [[ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାରିପଦା]]
୧୩ କ ଧାଡ଼ି:
|term_start1 = ୨୦୦୪
|term_end1 = ୨୦୦୯
|predecessor1 = [[କିଶୋର ଦାସଦାଶ]]
|successor1 = [[ସାନନ୍ଦ ମାରାଣ୍ଡି]]
|party = ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାମୁକ୍ତି ମୋର୍ଚ୍ଚା
|otherparty = ଭାରତୀୟ ଜନତା ପାର୍ଟି
|religion = [[ହିନ୍ଦୁ ଧର୍ମ|ହିନ୍ଦୁ]]
|nationality = [[ଭାରତ|ଭାରତୀୟ]]
୩୧ କ ଧାଡ଼ି:
}}
 
'''ବିମଳ ଲୋଚନ ଦାସ''' (ଜନ୍ମ: ୧୧ ଅକ୍ଟୋବର ୧୯୩୯ - ୨୩ ଫେବୃଆରୀ ୨୦୨୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Bimal Lochan Das">{{cite web|url=http://odishaassembly.nic.in/memberprofile.aspx?img=1216 |title=Shri Bimal Lochan Das |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=20 September 2019}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
୩୭ କ ଧାଡ଼ି:
 
== ରାଜନୈତିକ ଜୀବନ ==
ବିମଳ ୧୯୫୮ରେ ଯୁବ କଂଗ୍ରେସରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୭ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଥିଲେ । ୨୦୦୦ ମସିହାରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରତିନିଧି ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ୨୦୦୪ମସିହାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକଟରେ ବାରିପଦାରୁ ନିର୍ବାଚିତ ହୋଇଥିଲେ । ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ରେ [[ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମୋରଡ଼ା ବିଧାନ ସଭା ଆସନ]]ରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । <ref>{{cite web |title=ପୂର୍ବତନ ବିଧାୟକ ବିମଳ ଲୋଚନଙ୍କ ଦେହାନ୍ତ |url=http://epaper.prameyanews.com/viewmap/476040.jpg |website=epaper.prameyanews.com |accessdate=24 February 2021 |archiveurl=https://web.archive.org/web/20210224010808if_/http://epaper.prameyanews.com/viewmap/476040.jpg |archivedate=୨୪ ଫେବୃଆରୀ ୨୦୨୧}}</ref>
ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।<ref name="Bimal Lochan Das"/>
 
<!--
୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିମଳ ଲୋଚନ ଦାସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରାର୍ଥୀ ଭାବରେ [[ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" /> ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
-->
==ମୃତ୍ୟୁ==
ବିମଳ ୨୩ ଫେବୃଆରୀ ୨୦୨୧ମସିହାରେ ମୃତ୍ୟବରଣ କରିଥିଲେ ।<ref>{{cite web |title=Former Baripada MLA Bimal Lochan Das dies |url=https://www.outlookindia.com/newsscroll/former-baripada-mla-bimal-lochan-das-dies/2035029 |website=www.outlookindia.com |accessdate=24 February 2021}}</ref> ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
== ଆଧାର ==
{{ଆଧାର}}
 
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:ଜୀବିତ୨୦୨୧ ବ୍ୟକ୍ତିମୃତ୍ୟୁ]]
[[ଶ୍ରେଣୀ:୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:ଭାରତୀୟ ଜନତା ପାର୍ଟିର ରାଜନୀତିଜ୍ଞ]]
[[ଶ୍ରେଣୀ:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜନୀତିଜ୍ଞ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]