"ହେମନ୍ତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୫ କ ଧାଡ଼ି:
| alt =
| caption =
| birth_date = {{Birth date|df=y|1933|09|18}}
| birth_place = ଖମାରଙ୍ଗ, [[ବାଙ୍କୀ]], [[କଟକ ଜିଲ୍ଲା|କଟକ]], [[ଓଡ଼ିଶା]]
| death_date = {{Death date and age|df=yes|2010|04|27|1933|09|18}}
| death_place = [[ଭୁବନେଶ୍ୱର]], [[ଓଡ଼ିଶା]]
| nationality = [[ଭାରତ|ଭାରତୀୟ]]
| parents = ରାଧେଶ୍ୟାମ ଦାସ, ବୈଦେହୀ
| other_names =
| known_for = [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ନିର୍ଦ୍ଦେଶକଅଭିନେତା, ଅଭିନେତାନିର୍ଦ୍ଦେଶକ
| occupation = କଥାଚିତ୍ର ନିର୍ଦ୍ଦେଶକ, ଅଭିନେତା
| years_active = ୧୯୫୬ - ୨୦୦୯
୧୯ କ ଧାଡ଼ି:
'''ହେମନ୍ତ ଦାସ''' (୧୮ ସେପ୍ଟେମ୍ବର ୧୯୩୩ - ୨୭ ଅପ୍ରେଲ ୨୦୧୦) ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ଚଳଚ୍ଚିତ୍ର ଅଭିନୟ ପାଇଁ ସେ ୧୯୯୧ ମସିହାରେ [[ଜୟଦେବ ପୁରସ୍କାର]] ପାଇଥିଲେ ।
 
== ବ୍ୟକ୍ତିବ୍ୟକ୍ତିଗତ ଜୀବନ ==
ହେମନ୍ତଙ୍କ ଜନ୍ମ ୧୯୩୩ ମସିହାରେ [[କଟକ ଜିଲ୍ଲା|କଟକର]] ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ରାଧେଶ୍ୟାମ ଦାସ ଓ ମାତାଙ୍କ ନାମ ବୈଦେହୀ । ତାଙ୍କ ପିତାଙ୍କର ଏକ ରାସଦଳ ଥିଲା । ତେଣୁ ଘରେ ହିଁ ହେମନ୍ତଙ୍କୁ ନୃତ୍ୟ, ଗୀତ ଓ ସଙ୍ଗୀତର ପରିବେଶ ମିଳିଥିଲା । ହେମନ୍ତ [[ବାଙ୍କୀ]]ର ''ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ''ରେ ମାଟ୍ରିକ ଓ [[କଟକ]]ର [[ଖ୍ରୀଷ୍ଟ ମହାବିଦ୍ୟାଳୟ]]ରୁ ମହାବିଦ୍ୟାଳୟ ସ୍ଥରର ପାଠ ପଢିଥିଲେ ।
 
== ବୃତ୍ତିଗତ ଜୀବନ ==
ହେମନ୍ତଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରୁ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ, ସେ [[ନୂଆ ଦିଲ୍ଲୀ]]ରେ [[ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)|ଆକାଶବାଣୀରେ]] ଓଡ଼ିଆ ସମ୍ବାଦ ପଢୁଥିଲେ । ୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ [[ଭାଇ ଭାଇ]] ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରି ସେ ପ୍ରାୟ ୪୦ଟି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୯ରେ ମୁକ୍ତିଲାଭ କରିଥିବା [[ତୁମେ ହିଁ ସାଥୀ ମୋର]] ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । [[ଅକ୍ଷୟ ମହାନ୍ତି]] ଓ [[ବିଜୟ ମିଶ୍ର]]ଙ୍କ ସହ ମିଶି ''ତ୍ରିମୂର୍ତ୍ତି'' ଛଦ୍ମ ନାମରେ ସେ [[ଯାଯାବର (୧୯୭୫ର ସିନେମାକଥାଚିତ୍ର)|ଯାଯାବର]] ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିଲେଦେଇଥିଲେ ।<ref>{{cite news |title=ଆଜି ଜନ୍ମଦିନ |url=https://sambadepaper.com/imageview_170281_2136590_4_71_18-09-2020_18_i_1_sf.html |accessdate=18 September 2020 |issue=ସମ୍ବାଦ ୧୮/୦୯/୨୦୨୦ ପୃଷ୍ଠା ୧୮ |publisher=ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି |archiveurl=https://web.archive.org/web/20200918094022/https://sambadepaper.com/imageview_170281_2136590_4_71_18-09-2020_18_i_1_sf.html |archivedate=18 September 2020|url-status=live}}</ref> [[ଫକିର ମୋହନ ସେନାପତି|ଫକୀର ମୋହନ]]ଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା କିନ୍ତୁ ଅର୍ଥାଭାବରୁ ସେ ତାହା ସମ୍ପୂର୍ଣ୍ଣ କରି ପାରିନଥିଲେ ।<ref>{{cite web |url= http://articles.timesofindia.indiatimes.com/2010-04-27/bhubaneswar/28114252_1_oriya-banki-film |title=Actor Hemant Das breathes his last - Times Of India |first= |last= |work=indiatimes.com|quote=His last wish was to complete the movie Sulochana' based on Fakir Mohan Senapati's famous story Patent Medicine'. |accessdate=17 December 2012}}</ref>
 
୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।<ref>{{cite web |url= http://movies.ndtv.com/Ndtv-Show-Special-Story.aspx?page=9&ID=107&StoryID=ENTEN20100139724& |title=Oriya film actor Hemanta Das dead |first= |last= |work=movies.ndtv.com |year=2010 |quote=Veteran actor Hemanta Das, popularly known as the Ashok Kumar of Oriya cinema, died Tuesday |accessdate=24 January 2013}}</ref>
 
=== ନିର୍ଦ୍ଦେଶିତ କଥାଚିତ୍ର ===
* [[ଯାଯାବର (୧୯୭୫ର କଥାଚିତ୍ର)|ଯାଯାବର]]<ref>{{cite web |title=ସିନେମା ପୋଷ୍ଟରରୁ |url=https://samajaepaper.in/epaperimages/13022021/13022021-md-ct-7/132202125127821.jpg |website=samajaepaper.in |accessdate=13 February 2021 |archiveurl=https://web.archive.org/web/20210213014018/https://samajaepaper.in/epaperimages/13022021/13022021-md-ct-7/132202125127821.jpg |archivedate=୧୩ ଫେବୃଆରୀ ୨୦୨୧}}</ref>
* [[ଯାଯାବର (୧୯୭୫ର ସିନେମା)|ଯାଯାବର]]
 
=== ଅଭିନୀତ କଥାଚିତ୍ର ===
{{div col|3colwidth=15em}}
* ଶୋଧ (ସ୍ୱର୍ଣ୍ଣକମଳ ପୁରସ୍କାର ପ୍ରାପ୍ତ [[ହିନ୍ଦୀ ଭାଷା|ହିନ୍ଦୀ]] କଥାଚିତ୍ର) <ref>{{cite web |url= http://ibnlive.in.com/news/oriya-film-actor-hemanta-das-dead/114066-8-73.html |title=Oriya film actor Hemanta Das dead- Bangla- IBNLive |first= |last= |work=ibnlive.in.com |year=2010 |quote=He also played a role in Hindi film Shodh that won a national award in 1979. |accessdate=24 January 2013}}</ref>
* [[ଅକୁହା କଥା]] (୧୯୯୪)
୬୬ କ ଧାଡ଼ି:
* [[ଅମର ପ୍ରେମ]] (୧୯୭୬)
* [[ଶେଷ ଶ୍ରାବଣ]] (୧୯୭୬)
* [[ଯାଯାବର (୧୯୭୫ର ସିନେମା)|ଯାଯାବର]](୧୯୭୫)
* [[ମା (୧୯୫୯ର ସିନେମା)|ମା]] (୧୯୫୯)
* [[ଭାଇ ଭାଇ]] (୧୯୫୬)
୮୨ କ ଧାଡ଼ି:
* {{IMDb name|1866015}}
{{ଜୟଦେବ ପୁରସ୍କାର}}
 
{{Hide text|Das, Hemanta}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Das, Hemanta
| ALTERNATIVE NAMES =
| SHORT DESCRIPTION =
| DATE OF BIRTH =
| PLACE OF BIRTH =
| DATE OF DEATH =
| PLACE OF DEATH =
}}
 
[[ଶ୍ରେଣୀ:ଓଲିଉଡ଼]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୩୩ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]