"ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ସଜାଣି
୧ କ ଧାଡ଼ି:
{{ଛୋଟ|Samanta Chandra Sekhara Autonomous College}}
{{Infobox university
[[File:Scs|name college puri.jpeg|thumb|ଛବି-୧: = ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ]]
|native_name =
|latin_name =
|image = [[ଫାଇଲ:Scs college puri.jpeg|thumb|ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ]]
|motto =
|established = ୧୯୪୪
|type = ସ୍ୱୟଂଶାସିତ
|endowment =
|staff =
|faculty =
|president =
|principal =
|rector =
|chancellor =
|vice_chancellor =
|dean =
|head_label =
|head =
|students =
|undergrad =
|postgrad =
|doctoral =
|city =[[ପୁରୀ]]
|state =[[ଓଡ଼ିଶା]]
|country =[[ଭାରତ]]
|campus =
|free =
|colors =
|colours =
|mascot =
|nickname =
|affiliations =
|website =[http://www.scscollege.nic.in// ମୁଖ୍ୟ ୱେବସାଇଟ]
}}
 
'''ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ''' [[ଓଡ଼ିଶା]]ର [[ପୁରୀ]] ଜିଲ୍ଲାରେରେ ଅବସ୍ଥିତ, ଯାହାକିଏକ ପୁରୁଷୋତ୍ତମସରକାରୀ କ୍ଷେତ୍ରସ୍ୱୟଂଶାସିତ ବାମହାବିଦ୍ୟାଳୟ ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧି ଲାଭ କରିଛି। ଏହା ଓଡ଼ିଶାର [[ରାଜଧାନୀ]] [[ଭୁବନେଶ୍ୱର]]ଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ।ଅବସ୍ଥିତ । ଏହି ମହାବିଦ୍ୟାଳୟ ମଧ୍ୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ, ଯାହାକି [[ଭାରତୀୟ ରେଳ]]ର ପୂର୍ବତଟ ବିଭାଗ ଅଧିନରେ ରହିଛି।
[[File:Scs college puri.jpeg|thumb|ଛବି-୧:ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ]]
'''ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ''' [[ଓଡ଼ିଶା]]ର [[ପୁରୀ]] ଜିଲ୍ଲାରେ ଅବସ୍ଥିତ, ଯାହାକି ପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧି ଲାଭ କରିଛି। ଏହା ଓଡ଼ିଶାର [[ରାଜଧାନୀ]] [[ଭୁବନେଶ୍ୱର]]ଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ମହାବିଦ୍ୟାଳୟ ମଧ୍ୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ, ଯାହାକି [[ଭାରତୀୟ ରେଳ]]ର ପୂର୍ବତଟ ବିଭାଗ ଅଧିନରେ ରହିଛି।
==ଇତିହାସ==
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ , ଯାହାକିଏହା ଛାତ୍ରଛାତ୍ରୀମାନଙ୍କ୧୯୪୪ ଭବିଷ୍ୟତକୁ ଆଖିଆଗରେ ରଖି ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସର୍ବଦା ଉତ୍ସର୍ଗୀକୃତ । ଏହାମସିହାରେ ପୁରୀ ସହରରେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ [[ପୁରୀ ଜିଲ୍ଲା ସ୍କୁଲ୍ସ୍କୁଲ]]ରେ କୋଠାଘରକାର୍ଯ୍ୟ ମଧ୍ୟରେକରୁଥିଲା କାର୍ଯ୍ୟକାରୀ ହୋଇଥିଲା।ପ୍ରତିଷ୍ଠାର ପରେ ଏହି ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉଦ୍ୟମଦ୍ୱାରା ମାତ୍ର ୫ଅଳ୍ପ ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ନେଇଏହା ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା।ହୋଇପାରିଥିଲା ଖୁବ୍ କମ୍ ସମୟ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ସଫଳତା ଏହି ମହାବିଦ୍ୟାଳୟର ପ୍ରତିଷ୍ଠାକୁ ସଫଳ କରାଇପାରିଥିଲା। ଯାହା ଫଳରେ ଦିନକୁ ଦିନ ଏହି ମହାବିଦ୍ୟାଳୟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଲା। ଏହି ସଫଳତାର ପ୍ରଭାବରେ ବ୍ରିଟିଶ୍ବ୍ରିଟିଶ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ ବ୍ୟବହାର ପାଇଁ ନିର୍ମିତ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା।ରହିଥିଲା । ପରେ [[ଓଡ଼ିଶା ସରକାର]] ଏହାକୁ ଜ୍ୟୋତିଷ ବିଜ୍ଞାନୀ [[ମହାମୋହାପାଧ୍ୟାୟପଠାଣି ସାମନ୍ତ|ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂସିଂହ ସାମନ୍ତହରିଚନ୍ଦନ ମହାପାତ୍ରଙ୍କ]] (୧୮୩୫-୧୯୩୪) ନାମାନୁସାରେ ଏହି ମହାବିଦ୍ୟାଳୟର ନାମ 'ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନାମରେ ନାମିତ' କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ୍ଅର୍ଥାତ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା।ହୋଇଥିଲା ।
 
ସାମନ୍ତ ଚନ୍ଦ୍ରଶେଖର,ଚନ୍ଦ୍ରଶେଖରଙ୍କର ଯିଏକି ଯୁବ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସସ୍ମୃତି ସ୍ୱରୂପ ପ୍ରତିପାଦିତ ହୋଇଥିଲେ, ତାଙ୍କର ସ୍ମୃତିଏକ ସ୍ୱରୂପମୂର୍ତ୍ତି ମହାବିଦ୍ୟାଳୟ ମଧ୍ୟରେ ଏକ ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାକି ଆଜି ମଧ୍ୟ ରହିଛି ଏବଂ ଏହା ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ।
 
ନିକଟରେ ହୋଇଥିବା ଆଲୁମନିର ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ ଦେଶ ତଥା ବିଦେଶରେ ମଧ୍ୟ କାର୍ଯ୍ୟରତ ଅଛନ୍ତି।ଅଛନ୍ତି । ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ [[ଅର୍ଥନୀତି]], [[ଇତିହାସ]], [[ଗଣିତ]], [[ତର୍କଶାସ୍ତ୍ର]] ଓ [[ସଂସ୍କୃତ]] ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ [[ଇଂରାଜୀ]] ଓ [[ଓଡ଼ିଆ]] ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ [[ସ୍ନାତକ]] ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ଏବଂ ସେତେବେଳେ ଏଠାରେ ଇତିହାସ , [[ଦର୍ଶନ ଶାସ୍ତ୍ର]], ଇଂରାଜୀ, [[ଅର୍ଥନୀତି]] ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା।ହୋଇଥିଲା ସେହିପରି ୧୯୫୬ ମସିହାରେ [[ବିଜ୍ଞାନ]]ରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ [[ପଦାର୍ଥ ବିଜ୍ଞାନ]] , [[ରସାୟନ ବିଜ୍ଞାନ]] ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ [[ଜୀବ ବିଜ୍ଞାନ]] ଓ ୧୯୬୮ ମସିହାରେ [[ପ୍ରାଣୀ ବିଜ୍ଞାନ]] ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା।ହୋଇଥିଲା ।
 
==ନିୟମିତ ପାଠ୍ୟକ୍ରମ==
===ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ]===
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ [[ମହାବିଦ୍ୟାଳୟ]]ରେମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ [[ଓଡ଼ିଶା]]ରେ ସମସ୍ତ ସ୍ନାତକ [[ମହାବିଦ୍ୟାଳୟ]]ରେମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି [[SAMS]] ଅଧିନରେ ଆରମ୍ଭ ହୋଇଥିଲା।ହୋଇଥିଲା । ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ।ହୋଇଥାଏ ।
 
===ଅଧିସ୍ନାତକ(ନିୟମିତ) ପାଠ୍ୟକ୍ରମ===
Line ୧୦୨ ⟶ ୧୩୭:
<ref>http://scscollege.nic.in/</ref>
[[ଶ୍ରେଣୀ:ଓଡ଼ିଶାର ମହାବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]