"ନିତ୍ୟାନନ୍ଦ ପ୍ରଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୭ କ ଧାଡ଼ି:
== ରାଜନୈତିକ ଜୀବନ ==
ନିତ୍ୟାନନ୍ଦ ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୮ ମସିହାରେ ସେ [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]] ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।<ref>{{cite web|title=Former CPI leader joins BJD|url=http://www.hindu.com/2008/11/23/stories/2008112352570300.htm|publisher=The Hindu|accessdate=18 May 2014}}</ref> ସେ [[ଓଡ଼ିଶା ବିଧାନ ସଭା]]ରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।<ref name="Nityananda Pradhan"/>
 
=== ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ ===
{| class="wikitable sortable"
!ଆରମ୍ଭ
!ଶେଷ
!ପଦବୀ
!ନିର୍ବାଚନ ମଣ୍ଡଳୀ
!ଦଳ
|-
|୧୯୯୦
|୧୯୯୫
|ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା
|[[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବି ସୂର୍ଯ୍ୟନଗର]]
|[[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]]
|-
|୨୦୦୦
|୨୦୦୪
|ସଭ୍ୟ, [[୧୨ଶ ଓଡ଼ିଶା ବିଧାନ ସଭା]]
|କବି ସୂର୍ଯ୍ୟନଗର
|ଭାରତୀୟ କମ୍ୟୁନିଷ୍ଟ ପାର୍ଟି
|-
|୨୦୦୯
|୨୦୧୪
|ସଭ୍ୟ, [[୧୫ଶ ଲୋକ ସଭା]]
|[[ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଆସିକା ଲୋକ ସଭା]]
|[[ବିଜୁ ଜନତା ଦଳ]]
|}
 
== ଆଧାର ==