"ରଜନୀ ରଞ୍ଜନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
୭ କ ଧାଡ଼ି:
| birth_date = {{birth date and age|1959|12|22}}
| birth_place = ବାଳକାଟି, [[ଓଡ଼ିଶା]], [[ଭାରତ]]
 
| birth_name = ରଜନୀ ରଞ୍ଜନ ଦାଶ
| occupation = ([[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ]]) ସଂଳାପକାର<br>ଗୀତିକାର<br>କାହାଣୀକାର<br>ଅଭିନେତା
| years_active = ୧୯୯୫ରୁ-ଏବେଯାଏଁ
୧୮ କ ଧାଡ଼ି:
}}
 
'''ରଜନୀ ରଞ୍ଜନ'''(ଜନ୍ମ : ୨୨ ଡିସେମ୍ବର ୧୯୫୯)<ref>{{cite news|title=ମୋ ଅନୁଭୂତି|url=http://www.dharitri.com/e-Paper/metromijaj/290318/p3.htm|accessdate=29 March 2018|newspaper=ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮}}</ref> ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ [[ଏଇ ସଂଘର୍ଷ]] ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ [[ମୋ ଭାଇ ଜଗା]] ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ ।<ref name="Rajani Ranjan">{{cite news|title=ରଜନୀଙ୍କ '୫୦'|url=http://samajaepaper.in/epaperimages/25032018/25032018-md-sn-8/2432018231443982.jpg|accessdate=25 March 2018|newspaper=ସମାଜ|date=25 March 2018}}</ref> ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର [[ପ୍ରେମ ଅଢ଼େଇ ଅକ୍ଷର]]ରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।
 
==ବ୍ୟକ୍ତିଗତ ଜୀବନ==
ରଜନୀ ରଞ୍ଜନ ୧୯୫୯ ମସିହାରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମା ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।<ref>{{cite news|title=ମୋ ଅନୁଭୂତି|url=http://www.dharitri.com/e-Paper/metromijaj/290318/p3.htm|accessdate=29 March 2018|newspaper=ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮}}</ref>
 
==ଗୀତିକାର==
{{Divdiv col|3colwidth=20em}}
* ମୋ ଭାଇ ଜଗା
* ପ୍ରେମ ବନ୍ଧନ
୩୬ କ ଧାଡ଼ି:
* ତୁ ମୋ ସୁନା ତୁ ମୋ ହୀରା
* ଟାଇଗର
{{Divdiv col end}}
 
==ସଂଳାପ==
{{Divdiv col|3colwidth=10em}}
* ମୋ ଭାଇ ଜଗା
* ପ୍ରେମ ବନ୍ଧନ
୯୯ କ ଧାଡ଼ି:
* [[ପ୍ରେମ ଅଢ଼େଇ ଅକ୍ଷର]]
 
==ପୁରସ୍କାର ଓ ସମ୍ମାନ==
* [[ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର]] (ଶ୍ରେଷ୍ଠ ସଂଳାପ), ୨୦୧୧<ref>{{cite news |title=State film awards announced |url=https://www.newindianexpress.com/states/odisha/2012/nov/16/state-film-awards-announced-425130.html |accessdate=2 December 2020 |work=The New Indian Express}}</ref>
==ଆଧାର==
{{ଆଧାର}}
 
==ବାହାର ଆଧାର==
* {{ImdbIMDb name|nm3444016}}
 
[[ଶ୍ରେଣୀ:ଓଡ଼ିଆ୧୯୫୯ ଲୋକଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୧୯୫୯ଓଡ଼ିଆ ଜନ୍ମଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଗୀତିକାର]]
[[ଶ୍ରେଣୀ:୧୯୫୯ ଜନ୍ମ]]