"ଶେଖ ମୁଜିବୁର ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଟିକେ Regular Character Changes
୧ କ ଧାଡ଼ି:
'''ଶେଖ ମୁଜିବୁର ରହମାନ''' (ବଙ୍ଗାଳୀ: শেখ মুজিবুর রহমান; ୧୭ ମାର୍ଚ୍ଚ ୧୯୨୦ - ୧୫ ଅଗଷ୍ଟ ୧୯୭୫) ଜଣେ [[ବଙ୍ଗଳାଦେଶ|ବଙ୍ଗଳାଦେଶୀୟ]] ରାଜନୈତିଜ୍ଞ ତଥା ଜାତୀୟ ନେତା ଥିଲେ । ତାଙ୍କୁ ବଙ୍ଗଳାଦେଶରେ "ଜାତିର ପିତା" ଓ "ବଙ୍ଗବନ୍ଧୁ" ଉପାଧିରେ ଭୁଷିତ କରାଯାଇଛି । ସେ ବଙ୍ଗଳାଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏବଂ ପରେ ୧୭ ଏପ୍ରିଲ ୧୯୭୧ ରୁ୧୯୭୧ରୁ ୧୫ ଅଗଷ୍ଟ ୧୯୭୫ ରେ୧୯୭୫ରେ ତାଙ୍କର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୪୯ ମସିହାରେ [[ପାକିସ୍ତାନ|ପାକିସ୍ତାନର]] ପୂର୍ବ ପାକିସ୍ତାନ ଭିତ୍ତିକ ରାଜନୈତିକ ଦଳ ଆୱାମୀ ଲିଗର ଅଗ୍ରଣୀ ନେତା ଭାବେ ଉଭା ହୋଇଥିଲେ । ତାଙ୍କୁ ବଙ୍ଗଳାଦେଶର ସ୍ୱାଧୀନତା ପାଇଁ ମୁଖ୍ୟ ପ୍ରେରଣା ବୋଲି ବିବେଚନା କରାଯାଏ । ସେ ୧୯୭୧ ମସିହାରେ ବଙ୍ଗଳାଦେଶ ମୁକ୍ତି ଆନ୍ଦୋଳନ ଏବଂ ବଙ୍ଗଳାଦେଶ ମୁକ୍ତି ଯୁଦ୍ଧର କେନ୍ଦ୍ରୀୟ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଝିଅ [[ଶେଖ ହସିନା]] ଆୱାମୀ ଲିଗର ବର୍ତ୍ତମାନର ନେତା ତଥା ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି ।
==ବ୍ୟକ୍ତିଗତ ଜୀବନ==
[[File:Sheikh_Mujibur_Rahman_in_1950.jpg|thumb|ମୁଜିବଙ୍କ ୧୯୫୦ ଦଶକରେ]]
୬ କ ଧାଡ଼ି:
୧୯୨୯ ମସିହାରେ, ମୁଜିବ୍ ଗୋପାଳଗଞ୍ଜ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ନାମ ଲେଖେଇଥିଲେ ଏବଂ ଦୁଇ ବର୍ଷ ପରେ ମଦାରିପୁର ଇସଲାମିଆ ହାଇସ୍କୁଲରେ ଚତୁର୍ଥ ଶ୍ରେଣୀରେ ପ୍ରବେଶ କରିଥିଲେ । ୧୯୩୪ ମସିହାରେ ତାଙ୍କର ଆଖିରେ ଏକ ଅସ୍ତ୍ରୋପଚାର ହୋଇଥିଲା ଓ ସେଥିପାଇଁ ସେ ଚାରି ବର୍ଷ ପାଇଁ ସ୍କୁଲରୁ ବୀରତି ନେଇଥିଲେ ।
 
ସେ ୧୯୪୨ ମସିହାରେ ଗୋପାଳଗଞ୍ଜ ମିଶନାରୀ ସ୍କୁଲରୁ ମାଟ୍ରିକ୍ୟୁଲଶନ, ୧୯୪୪ ମସିହାରେ ଇସଲାମିଆ କଲେଜ (ବର୍ତ୍ତମାନର ମୌଲାନା ଆଜାଦ କଲେଜ) ର ମଧ୍ୟବର୍ତ୍ତୀ କଳା ଏବଂ ୧୯୪୭ ମସିହାରେ ବି.ଏ. ଡିଗ୍ରୀ ହାସଲ କରିଥିଲେ । ଭାରତ ବିଭାଜନ ପରେ ସେ ନିଜକୁ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ ପାଇଁ ନାମ ଲେଖେଇଥିଲେ । ୧୯୪୯ ମସିହାର ପ୍ରାରମ୍ଭରେ ଏକ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନର ନେତୃତ୍ୱ ନେଇଥିବା ହେତୁ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ । <ref name="Maprayil 2001 p. ">{{cite book | last=Maprayil | first=C. | title=Bangabandhu Sheikh Mujibur Rahman: The Founding Father of Bangladesh | publisher=Reliance Publishing House | year=2001 | isbn=978-81-7510-121-0 | url=https://books.google.co.uk/books?id=mMZiHZgA71gC | access-date=2020-11-22 | page=}}</ref>
 
==ରାଜନୈତିକ ଜୀବନ==
୧୭ କ ଧାଡ଼ି:
 
==ବଙ୍ଗଳାଦେଶର ପ୍ରତିଷ୍ଠା==
ଡିସେମ୍ବର ୧୯୭୦ରେ ଅନୁଷ୍ଠିତ ପାକିସ୍ତାନ ସାଧାରଣ ନିର୍ବାଚନରେ ମୁଜିବଙ୍କ ନେତୃତ୍ୱରେ ଆୱାମୀ ଲିଗ୍ ପ୍ରାଦେଶିକ ବିଧାନସଭାରେବିଧାନ ସଭାରେ ବହୁ ସଂଖ୍ୟାରେ ଜିତିଥିଲା ଏବଂ ପାକିସ୍ତାନର ନୂତନ ଜାତୀୟ ସଂସଦରେ ପୂର୍ବ ପାକିସ୍ତାନର ଦୁଇଟି ଆସନ ବ୍ୟତୀତ ଅନ୍ୟ ସମସ୍ତ ଆସନ ଜିତି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ପାକିସ୍ତାନୀ ସାମରିକ ନେତୃତ୍ୱ ଏବଂ ଅଧିକାଂଶ ଇସଲାମୀୟ ରାଜନୈତିକ ଦଳ ମୁଜିବଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ବିରୋଧ କରିଥିଲେ । ରାଷ୍ଟ୍ରପତି ୟାହ୍ୟା ଖାନ ଜାତୀୟ ସଂସଦ ଡାକରାକୁ ବିଳମ୍ବ କରିଥିଲେ । ଏହି ପଦକ୍ଷେପ ଯାହାକି ବଙ୍ଗୀୟମାନଙ୍କୁ ଉତ୍ତେଜିତ କରିଥିଲା । ୭ ମାର୍ଚ୍ଚ ୧୯୭୧ ରେ୧୯୭୧ରେ ମୁଜିବ ସ୍ୱାଧୀନତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଢାକାର ରେସ କୋର୍ସ ଗ୍ରାଉଣ୍ଡରେ ଆୟୋଜିତ ଏକ ଜନସମାବେଶରେ ନାଗରିକ ଅସହୋଯୋଗ ଅଭିଯାନ ଆରମ୍ଭ କରିବାକୁ ତଥା ଲୋକଙ୍କୁ ସଶସ୍ତ୍ର ପ୍ରତିରୋଧର ଆୟୋଜନ କରିବାକୁ କହିଥିଲେ ।<ref name="albd.org 2006">{{cite web | title=Welcome to Bangladesh Awami League - Sheikh Hasina's call to expedite fall of 'failed, corrupt' rule | website=albd.org | date=2006-04-26 | url=http://www.albd.org/bangabandhu/bangabandhu.htm | archive-url=https://web.archive.org/web/20060426174108/http://www.albd.org/bangabandhu/bangabandhu.htm | archive-date=2006-04-26 | url-status=dead | access-date=2020-11-22}}</ref>
 
ଶୃଙ୍ଖଳା ଫେରାଇ ଆଣିବା ପାଇଁ ୟାହ୍ୟା ଖାନ ସାମରିକ ଆଇନ ଘୋଷଣା କରିଥିଲେ, ଆୱାମୀ ଲିଗକୁ ନିଷିଦ୍ଧ କରିଥିଲେ ଏବଂ ମୁଜିବ ଏବଂ ଅନ୍ୟ ବଙ୍ଗୀୟ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବାକୁ ପାକିସ୍ତାନୀ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟରାତ୍ରି ପରେ ମୁଜିବଙ୍କୁ ଗିରଫ କରାଯାଇ ପଶ୍ଚିମ ପାକିସ୍ଥାନକୁ ନିଆଯାଇଥିଲା । ଶୃଙ୍ଖଳା ଫେରାଇ ଆଣିବା ପାଇଁ ସେନାର ଅଭିଯାନ ଖୁବ୍ ଶୀଘ୍ର ଆତଙ୍କ ଏବଂ ରକ୍ତପାତରେ ପରିଣତ ହୋଇଥିଲା ।
୨୫ କ ଧାଡ଼ି:
==ହତ୍ୟାକାଣ୍ଡ==
[[File:The_Father_of_The_Nation_places_in_gopalganj.JPG|thumb|ମୁଜିବଙ୍କ ସମାଧି ]]
୧୯୭୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ, ଅଧସ୍ତନ ସେନା ଅଧିକାରୀଙ୍କ ଏକ ଦଳ ଟ୍ୟାଙ୍କ ସାହାଯ୍ୟରେ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରି ମୁଜିବ, ତାଙ୍କ ପରିବାର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ପଶ୍ଚିମ ଜର୍ମାନୀ ଗସ୍ତରେ ଆସିଥିବା ତାଙ୍କ ଝିଅ ଶେଖ ହସିନା ଏବଂ ଶେଖ ରେହାନା ବର୍ତ୍ତି ଯାଇଥିଲେ । ଅସନ୍ତୁଷ୍ଟ ଆୱାମୀ ଲିଗ୍ ସହକର୍ମୀ ତଥା ସାମରିକ ଅଧିକାରୀଙ୍କ ଦ୍ୱାରାଅଧିକାରୀଙ୍କଦ୍ୱାରା ଆକ୍ରମଣ ଯୋଜନା କରାଯାଇଥିଲା, ଯେଉଁଥିରେ ମୁଜିବଙ୍କ ସହକର୍ମୀ ତଥା ପୂର୍ବତନ ବିଶ୍ୱାସୀ ଖୋଣ୍ଡେକର ମୋସ୍ତାକ୍ ଅହମ୍ମଦ ଜଡିତ ଥିଲେ ।<ref name="The Daily Star Archive 2005">{{cite web | title=Breaking & Latest News from Bangladesh | website=The Daily Star Archive | date=2005-08-15 | url=http://www.thedailystar.net/2005/08/15/d5081501033.html | access-date=2020-11-22}}</ref>
 
==ଆଧାର==