"ଆଣ୍ଡାମାନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ
 
ଟିକେ Regular Character Changes
୫ କ ଧାଡ଼ି:
==ଭୂଗୋଳ==
[[File:LocationAndamanSea.png|thumb|ଆଣ୍ଡାମାନ ସାଗର ସ୍ଥିତି]]
୯୨° ପୂର୍ବ ରୁପୂର୍ବରୁ ୧୦୦° ପୂର୍ବ ଦ୍ରାଘିମା ଏବଂ ୪° ଉତ୍ତରରୁ ୨୦° ଉତ୍ତର ପର୍ଯ୍ୟନ୍ତ ବ୍ୟାପିଥିବା ଆଣ୍ଡାମାନ ସାଗର ଭାରତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଧିକାର କରିଛି |ଏହା ମିଆଁମାରର ଦକ୍ଷିଣରେ, ଥାଇଲ୍ୟାଣ୍ଡର ପଶ୍ଚିମରେ ଏବଂ ଇଣ୍ଡୋନେସିଆର ଉତ୍ତରରେ ଅବସ୍ଥିତ। ଏହି ସମୁଦ୍ରକୁ ବଙ୍ଗୋପସାଗରରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଇଣ୍ଡୋ-ବର୍ମା ପ୍ଲେଟ ସୀମା ସହିତ ସମୁଦ୍ରର ଏକ ଶୃଙ୍ଖଳ ପୃଥକ କରିଛି । ମାଲାକା ପ୍ରଣାଳି ଏହାର ଦକ୍ଷିଣ ଦିଗରେ ଏକ ପ୍ରସ୍ଥାନ ପଥ ସୃଷ୍ଟି କରେ ଯାହା କି ୩ କିଲୋମିଟର ଚଉଡା ଏବଂ ୩୭ ମିଟର ଗଭୀର ଅଟେ ।
 
==ଭୂତତ୍ତ୍ୱ==
ଆଣ୍ଡାମାନ ସାଗର ବେସିନର ଉତ୍ତର ଏବଂ ପୂର୍ବ ପାର୍ଶ୍ୱ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଉପକୂଳରୁ ୨୦୦ କିଲୋମିଟର ଦୁର ମହୀସୋପାନରେ ବିସ୍ତୃତ ଏବଂ ଅଗଭୀର | ଏହାର ପ୍ରାୟ ୪୫ ପ୍ରତିଶତ ଅଗଭୀର (୫୦୦ ମିଟରରୁ କମ୍ )। ପୂର୍ବ ଦିଗରେ ମହୀସୋପାନକୁ ଅନୁସରଣ କରୁଥିବା ମହୀଢାଲୁ ୯° ଉତ୍ତର ରୁଉତ୍ତରରୁ ୧୪° ଉତ୍ତର ମଧ୍ୟରେ ଯଥେଷ୍ଟ ତୀଖ ଓ ଗଭୀର ।
 
ଇରାୱାଡି ନଦୀ ଦ୍ୱାରାନଦୀଦ୍ୱାରା ଜମା ହୋଇଥିବା ଅବକ୍ଷୀପ୍ତ ଯୋଗୁ ଉତ୍ତର ଏବଂ ପୂର୍ବ ଭାଗ ୧୮୦ ମିଟର (୫୯୦ ଫୁଟ) ରୁ କମ୍ ଗଭୀର ଅଟେ | ଏହି ପ୍ରମୁଖ ନଦୀ ଉତ୍ତରରୁ ମିଆଁମାର ଦେଇ ସମୁଦ୍ରକୁ ପ୍ରବାହିତ ହେଉଛି | ପଶ୍ଚିମ ଏବଂ କେନ୍ଦ୍ରୀୟ ଭାଗଗୁଡିକର ଗଭୀରତା ୯୦୦–୩୦୦୦ ମିଟର (୩୦୦୦–୯୮୦୦ ଫୁଟ) ଅଟେ |ସମଗ୍ର ସାଗରର 5% ରୁ କମ୍ ୩୦୦୦ ମିଟର (୯୮୦୦ ଫୁଟ) ଠାରୁ ଗଭୀର ଅଟେ।
==ଆଗ୍ନେୟଗିରି==
[[File:Ile_Barren,_1995.jpg|thumb|ବାରେନ୍ ଦ୍ୱୀପର ଆଗ୍ନେୟଗିରି]]
ସମୁଦ୍ର ମଧ୍ୟରେ, ମୁଖ୍ୟ ଗ୍ରେଟ୍ ଆଣ୍ଡାମାନ ଦ୍ୱୀପ ପୁଞ୍ଜର ପୂର୍ବରେ, ବାରେନ୍ ଦ୍ୱୀପରେ ଏକମାତ୍ର ସକ୍ରିୟ ଆଗ୍ନେୟଗିରି ଅବସ୍ଥିତ | ଏହି ଦ୍ୱୀପ-ଆଗ୍ନେୟଗିରିର ବ୍ୟାସ ୩ କିଲୋମିଟର (୨ ମାଇଲ) ଏବଂ ସମୁଦ୍ର ପତ୍ତନଠାରୁ ୩୫୪ ମିଟର ଉଚ୍ଚ। ପ୍ରାୟ 200 ବର୍ଷର ଶାନ୍ତ ରହିବା ପରେ ପରେ ୧୯୯୧ ରେ୧୯୯୧ରେ ଏହା ପୁନର୍ବାର ସକ୍ରିୟ ହୋଇଛି ।<ref name="Chandrasekharam Bundschuh 2002 p. 408">{{cite book | last=Chandrasekharam | first=D. | last2=Bundschuh | first2=J. | title=Geothermal Energy Resources for Developing Countries | publisher=CRC Press | year=2002 | isbn=978-1-4398-3357-5 | url=https://books.google.com/books?id=aRkBJRLV8AwC&pg=PA408 | access-date=2020-11-18 | page=408}}</ref>
==ପରିସଂସ୍ଥା==
===ଉଦ୍ଭିଦ===
ଆଣ୍ଡାମାନ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ହେନ୍ତାଳ ଜଙ୍ଗଲ ଏବଂ ସମୁଦ୍ର ଘାସ ଦ୍ୱାରାଘାସଦ୍ୱାରା ଘେରା | ଉପକୂଳବର୍ତି ଅଞ୍ଚଳରେ ହେନ୍ତାଳ ଗଛର ମୂଳ ମାଟି ଏବଂ ପଙ୍କ ରପଙ୍କର ସଂରକ୍ଷଣ କରିଥାଏ । ଏହା ମାଛ ଏବଂ କ୍ଷୁଦ୍ର ଜଳଜୀବମାନଙ୍କ ଏକ ଉନ୍ନତ ଆଶ୍ରୟସ୍ଥଳୀ ହୋଇଥାଏ । <ref name=Panjarat>{{cite web|last1=Panjarat|first1=Sampan|title=Sustainable Fisheries in the Andaman Sea Coast of Thailand| url=https://www.un.org/depts/los/nippon/unnff_programme_home/fellows_pages/fellows_papers/panjarat_0708_thailand_PPT.pdf|publisher=United Nations|year=2008|accessdate=16 May 2015}}</ref>
===ପ୍ରାଣୀ===
 
ମାଳୟ ଉପଦ୍ୱୀପର ଉପକୁଳବର୍ତ୍ତି ସମୁଦ୍ର ଜଳ ଶାମୁକା ଜାତୀୟ ପ୍ରାଣିଙ୍କ ବୃଦ୍ଧିକୁ ସହୟତା କରେ। ଏଠାରେ ପ୍ରାୟ ୭୫ ଟି୭୫ଟି ପରିବାରର ୨୮୦ ପ୍ରକାର ଖାଇବା ମାଛ ପ୍ରଜାତି ଅଛନ୍ତି | ସେଥିମଧ୍ୟରୁ ୧୩୨ ପ୍ରଜାତି (୬୯ ପରିବାର) ହେନ୍ତାଳ ଜଙ୍ଗଲରେ ଦେଖାଯାଅନ୍ତି ଏବଂ ୧୪୯ ପ୍ରଜାତି (୫୧ ପରିବାର) ସମୁଦ୍ର ଘାସରେ ବାସ କରନ୍ତି; ୧୦୧ ପ୍ରଜାତି ଉଭୟ ସ୍ଥାନରେ ବାସ କରନ୍ତି । <ref name=Panjarat/>
 
==ଆଧାର==