"ମାଲେସିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
|||
୧୮ କ ଧାଡ଼ି:
==ଭୂଗୋଳ==
[[File:LocationMalaysia.svg|thumb|ମାଲେସିଆର ଅବସ୍ଥାନ ମାନଚିତ୍ର]]
ମାଲେସିଆ ହେଉଛି
ମାଲେସିଆ ଉପଦ୍ୱୀପ ଦେଶର ୪୦% କ୍ଷେତ୍ରଫଳ ଅଧିକାର କରିଛି । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବ ୭୪୦ କିଲୋମିଟର (୪୬୦ ମାଇଲ) ଏବଂ ଏହାର ସର୍ବାଧିକ ପ୍ରସ୍ତ ୩୨୨ କିଲୋମିଟର (୨୦୦ ମାଇଲ) ଅଟେ। ଏହା ଏହାର ପୂର୍ବ ଏବଂ ପଶ୍ଚିମ ଉପକୂଳ ମଧ୍ୟରେ ଟିଟିୱାଙ୍ଗସା ପର୍ବତମାଳା ଦ୍ୱାରା ବିଭକ୍ତ ହୋଇଛି । କରବୁ ପର୍ବତ ଏହାର ସର୍ବାଧିକ ଉଚ୍ଚ ପର୍ବତ (2,183 ମିଟର ବ 7,162 ଫୁଟ ଉଚ୍ଚ)। ଏହି ପର୍ବତଗୁଡିକ ଘଞ୍ଚ ଜଙ୍ଗଲରେ ଘେରା ଏବଂ ମୁଖ୍ୟତଃ ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ଆଗ୍ନେୟ ଶିଳାରେ ଗଠିତ । ଏହି ପର୍ବତମାଳା ହେଉଛି ମାଲେସିଆ ଉପଦ୍ୱୀପର କେତେକ ନଦୀର ଉତ୍ପତ୍ତି ସ୍ଥଳ ।<ref name="Central Intelligence Agency 2020">{{cite web | title=East Asia/Southeast Asia :: Malaysia - The World Factbook | website=Central Intelligence Agency | date=2020-11-09 | url=https://www.cia.gov/library/publications/the-world-factbook/geos/my.html | access-date=2020-11-16}}</ref>
|