"ସାଇପ୍ରସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧ କ ଧାଡ଼ି:
ସାଇପ୍ରସ୍ (ଆନୁଷ୍ଠାନିକ ନାମ ସାଇପ୍ରସ୍ ଗଣରାଜ୍ୟ) ପୂର୍ବ ଭୂମଧ୍ୟସାଗରର ଏକ ଦ୍ୱୀପ ଦେଶ | ଏହା ଭୂମଧ୍ୟସାଗରର ତୃତୀୟ ବୃହତ୍ତମ ଏବଂ ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଠ ଦ୍ୱୀପ । ଏହା ତୁର୍କୀର ଦକ୍ଷିଣରେ ପଶ୍ଚିମ ସିରିଆ ଏବଂ ଲେବାନନ୍; ମିଶରର ଉତ୍ତରରେ, ଇସ୍ରାଏଲ୍ ଏବଂ ଗ୍ରୀସର ଦକ୍ଷିଣ ପୂର୍ବରେ ଅବସ୍ଥିତ | ଏହା ଏସିଆ ଓ ୟୁରୋପର ସୀମାରେ ସ୍ଥିତ। ଏହା ୟୁରୋପିୟ ସଂଘର ସଦସ୍ୟ ହେଲେମଧ୍ୟ ମିଳିତ ଜାତିସଂଘ ଏକହକୁଏହାକୁ ପଶ୍ଚିମ ଏସିଆର ଅଂଶ ମାନନ୍ତି। <ref>{{cite web |url=https://unstats.un.org/unsd/methodology/m49/}}</ref>
 
==ଇତିହାସ==
୨୫ କ ଧାଡ଼ି:
୨୦୦୧ ଜନସଂଖ୍ୟାର ରେ ଗ୍ରୀକ୍ ୭୭%, ତୁର୍କୀୟ ୧୮% ଏବଂ ଅନ୍ୟମାନେ ୫% ରହିଥିଲେ। ୨୦୧୧ ସରକାରୀ ଜନଗଣନା ସମୟରେ, ସାଇପ୍ରସରେ ୧୦,୫୨୦ ରୁଷିୟ ଲୋକ ବାସ କରୁଥିଲେ।
 
ସାଇପ୍ରସ୍ ରିପବ୍ଲିକ୍ ଛଅଟି ଜିଲ୍ଲାରେ ବିଭକ୍ତ: ନିକୋସିଆ, ଫାମାଗସ୍ତା, କିରେନିଆ, ଲାରନାକା, ଲିମାସୋଲ ଏବଂ ପାଫୋସ୍ | ନିକୋସିଆ ହେଉଛି ଦେଶର ରାଜଧାନି ଓ ସବୁଠାରୁ ବଡ ସହର। <ref name="BBC News 2020"/>
 
==ଆଧାର==
"https://or.wikipedia.org/wiki/ସାଇପ୍ରସ"ରୁ ଅଣାଯାଇଅଛି