"ପରଶୁରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ମ୍ୱ +ମ୍ବ)
୨୮ କ ଧାଡ଼ି:
କନ୍ନଡ଼ ଲୋକନୃତ୍ୟରେ, ବିଶେଷକରି ଦେବଦାସଙ୍କଦ୍ୱାରା ଗାନ କରାଯାଇଥିବା ଭକ୍ତି ଗୀତରେ ତାଙ୍କୁ ପ୍ରାୟତ ୟେଲାମାର ପୁତ୍ର ବୋଲି କୁହାଯାଏ ।
==ପର୍ଶୁରାମ ଏବଂ ପଶ୍ଚିମ ଉପକୂଳର ଉତ୍ପତ୍ତି (କୋଙ୍କଣ)==
ଭୌଗୋଳିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ସମ୍ୱନ୍ଧରେସମ୍ବନ୍ଧରେ ଏକ ଜନଶୃତି ରହିଅଛି | କିମ୍ବଦନ୍ତୀରେ ବର୍ଣ୍ଣିତ ରହିଛି ଯେ, ସମୁଦ୍ରରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ପର୍ଶୁରାମଙ୍କଦ୍ୱାରା ହୋଇଛି । ମହାବିଷ୍ଣୁଙ୍କ ଅବତାର ପର୍ଶୁରାମ ତାଙ୍କ ଅସ୍ତ୍ର କୁରାଢ଼ୀକୁ ସମୁଦ୍ରରେ ଫିଙ୍ଗିଥିଲେ। ଫଳସ୍ୱରୂପ, ପଶ୍ଚିମ ଉପକୂଳର ଭୂମି ସମୁଦ୍ରରୁ ଉତ୍ପନ୍ନ ହେଲା । ଯେଉଁ ସ୍ଥାନରୁ ସେ କୁରାଢ଼ୀ ନିକ୍ଷେପ କରିଥିଲେ(କିମ୍ବା ତୀର ନିକ୍ଷେପ କରିଥିଲେ), ତାହା ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ବାଗଲାନ୍ ତାଲୁକାରେ ଥିବା ସାଲହର୍ ଦୁର୍ଗ (ମହାରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ଶିଖର ଏବଂ ସର୍ବୋଚ୍ଚ ଦୁର୍ଗ) ଉପରେ ଅଛି। ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏହି ଦୁର୍ଗର ଶିଖରରେ ଏକ ମନ୍ଦିର ଅଛି ଏବଂ ପଥରରେ ପାଦ ଛାପ ସାଧାରଣ ମଣିଷଠାରୁ ୪ ଗୁଣ ଅଧିକ । ଏହି ଦୁର୍ଗର ନିମ୍ନରେ ଥିବା ମାଳଭୂମି ଉପରେ ପର୍ଶୁରାମଙ୍କ ମାତା [[ରେଣୁକା]]ଙ୍କର ଏକ ମନ୍ଦିର ଅଛି ଏବଂ ଏକ ବଡ଼ ପୋଖରୀ କୂଳରେ ଯଜ୍ଞକୁଣ୍ଡ ସହିତ ଶାମିଆନା(ଛାଉଣୀ)କୁ ଖମ୍ବ ସହିତ ବାନ୍ଧିବା ପାଇଁ ଗର୍ତ୍ତସବୁ ରହିଛି | ବର୍ତ୍ତମାନର ଗୋଆ (କିମ୍ବା ଗୋମନ୍ତକ), ଯାହାକି କୋଙ୍କଣର ଏକ ଅଂଶ, ଦକ୍ଷିଣ ଗୋଆ ଜିଲ୍ଲାର କାନାକୋନାରେ ପ୍ରଭୁ ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ଅଛି | [14] [15] [16]
==ଗ୍ରନ୍ଥ==
*ଦେବୀ ଭଗବତ ପୁରାଣର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଯେ, ତୀବ୍ର ଆଲୋକ ବିଚ୍ଛୁରଣ ସହିତ ସେ ଜଙ୍ଘରୁ ଜନ୍ମ ହୋଇଥିଲେ ଯାହା ସମସ୍ତ ଯୋଦ୍ଧାଙ୍କୁ ଅନ୍ଧ କରିଦେଇଥିଲା, ଯେଉଁମାନେ ତା’ପରେ ସେମାନଙ୍କର ମନ୍ଦକାର୍ଯ୍ୟ ପାଇଁ ଅନୁତାପ କଲେ ଏବଂ ନୈତିକ ଜୀବନଯାପନ କରିବାକୁ ପ୍ରତିଜ୍ଞା କଲେ, ସେମାନେ ତାଙ୍କର ପୁନର୍ବାର ଦୃଷ୍ଟିଶକ୍ତି ଫେରିପାଇଲେ । ସେ ସେମାନଙ୍କୁ ବର ପ୍ରଦାନ କଲେ ।
"https://or.wikipedia.org/wiki/ପରଶୁରାମ"ରୁ ଅଣାଯାଇଅଛି