"ଅଭିଜିତ ମଜୁମଦାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧୯ କ ଧାଡ଼ି:
}}
 
'''ଅଭିଜିତ ମଜୁମଦାର''' ଜଣେ ଓଡିଆଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ।<ref>{{Cite news |url = https://timesofindia.indiatimes.com/topic/Abhijit-Majumdar |title=Abhijit Majumdar: Movies, Photos, Videos, News, Biography & Birthday |work=timesofindia.indiatimes.com}}</ref><ref>{{Cite news|url=https://www.orissapost.com/sound-of-music/|title=Sound of music - OrissaPOST|date=28 November 2018|work=Odisha News, Odisha Latest news, Odisha Daily - OrissaPOST}}</ref><ref>{{Cite news|url=https://www.mycitylinks.in/-ja-corona-ja---a-tribute-to-corona-warriors|title=‘Ja Corona Ja’- A Tribute To Corona Warriors|work=Mycitylinks- Bhubaneswar {{!}} Cuttack {{!}} Puri|language=en}}</ref><ref>{{Cite news|url=https://odishatv.in/odisha-news/tarang-cine-productions-mr-majnu-opens-in-theatres-to-rousing-response-406433|title=Tarang Cine Productions’ 'Mr Majnu' opens in theatres to rousing response|date=4 October 2019|work=Odisha Television Ltd.}}</ref> ୨୦୦୦ ମସିହାରେ ସେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା ।<ref>{{cite web |title=About Abhijit Majumdar: Odia music composer |url=https://peoplepill.com/people/abhijit-majumdar/ |website=PeoplePill |accessdate=12 September 2020 |language=or}}</ref>
 
== ବୃତ୍ତି ==
ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡିଆଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।<ref>{{Cite news|url=https://in.bookmyshow.com/person/abhijit-majumdar/1068543|title=Abhijit Majumdar - Movies, Biography, News, Age & Photos|work=BookMyShow}}</ref>
 
କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।