"ପ୍ରବାସିନୀ ମହାକୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: + ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)
ଅଧିକ ତଥ୍ୟ
୭ କ ଧାଡ଼ି:
| caption =
| birth_name =
| birth_date = ୧୯୫୭{{birth date and age|1957|11|24|df=yes}}
| birth_place = କୋକାସରା, [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]]
| death_date =
୪୬ କ ଧାଡ଼ି:
}}
 
'''ପ୍ରବାସିନୀ ମହାକୁଡ଼'''(ଜନ୍ମ: ୨୪ ନଭେମ୍ବର ୧୯୫୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ଅନୁବାଦକ । <ref>{{cite web |title=Poets gather to exchange creative thoughts |url=https://www.telegraphindia.com/states/odisha/poets-gather-to-exchange-creative-thoughts/cid/1503590 |website=telegraphindia.com |accessdate=16 December 2018}}</ref> ସେ ୧୯୫୭୨୦୦୯ ମସିହାରେ [[କଳାହାଣ୍ଡି''ଧାଡ଼ିଏ ଜିଲ୍ଲା]]ରଶିମିଳି କୋକାସରାଫୁଲ ଗ୍ରାମରେ ଜନ୍ମଗ୍ରହଣଅନ୍ୟାନ୍ୟ କରିଥିଲେକବିତା'' ପୁସ୍ତକ ସେମାନେ ଥିଲେ ତିନି ଭଉଣୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା ।ପାଇଁ ସେ [[ଓଡ଼ିଆଏହି ଭାଷା|ଓଡ଼ିଆରେ]]ପୁରସ୍କାର ସ୍ନାତକତ୍ତୋରଲାଭ ପାଠ ପଢିଛନ୍ତିକରିଥିଲେ<ref name="TharuLalita1991">{{cite book|author1=Susie J. Tharu|author2=Ke Lalita|title=Women Writing in India: The twentieth century|url=https://books.google.com/books?id=OjZYf9Xf9bcC&pg=PA594|year=1991|publisher=Feminist Press at CUNY|isbn=978-1-55861-029-3|pages=594–}}</ref>
 
 
ପ୍ରବାସିନୀ ୧୯୫୭ ମସିହାରେ [[କଳାହାଣ୍ଡି ଜିଲ୍ଲା]]ର କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଥିଲେ ତିନି ଭଉଣୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା । ସେ [[ଓଡ଼ିଆ ଭାଷା|ଓଡ଼ିଆରେ]] ସ୍ନାତକତ୍ତୋର ପାଠ ପଢିଛନ୍ତି ।<ref name="TharuLalita1991">{{cite book|author1=Susie J. Tharu|author2=Ke Lalita|title=Women Writing in India: The twentieth century|url=https://books.google.com/books?id=OjZYf9Xf9bcC&pg=PA594|year=1991|publisher=Feminist Press at CUNY|isbn=978-1-55861-029-3|pages=594–}}</ref> କିଶୋର ସାହିତ୍ୟ ପତ୍ରିକା "ସୌରଭ"ରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା । ପ୍ରଥମ କବିତା "ସ୍ୱରାଜ" ଖବର କାଗଜରେ ପ୍ରକାଶ ପାଇଥିଲା । ତାଙ୍କ ପ୍ରଥମ ଉପନ୍ୟାସିକା "ସୁପର୍ଣ୍ଣା" ଓ ପ୍ରଥମ କବିତା ପୁସ୍ତକ "ମୁହୂର୍ତ୍ତ ମୁହୂର୍ତ୍ତ" ପ୍ରେଣ୍ଡ ପବ୍ଲିସରସ ପ୍ରକାଶ କରିଥିଲେ ।
 
== ରଚନାବଳୀ ==
Line ୬୪ ⟶ ୬୭:
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୯ (ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା ପାଇଁ)<ref>https://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms</ref>
* ଝଙ୍କାର କବିତା ପୁରସ୍କାର
* କାଦମ୍ବିନୀ କବିତା ପୁରସ୍କାର
* କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଫେଲୋସିପ
* ରାଜା ଫାଉଣ୍ଡେସନ ଫେଲୋସିପ<ref>{{cite news |title=ଅଳ୍ପ ଆଳାପ |url=https://sambadepaper.com/imageview_175905_24718802_4_71_04-10-2020_10_i_1_sf.html |accessdate=4 October 2020 |issue=ସମ୍ବାଦ ୧୦/୦୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=http://web.archive.org/web/20201004060711/https://sambadepaper.com/imageview_175905_24718802_4_71_04-10-2020_10_i_1_sf.html |archivedate=4 October 2020}}</ref>
 
== ଆଧାର ==