"ବ୍ରହ୍ମାନନ୍ଦ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୫ କ ଧାଡ଼ି:
|nationality=[[ଭାରତ|ଭାରତୀୟ]]}}
 
'''ବ୍ରହ୍ମାନନ୍ଦ ପଣ୍ଡା''' (୩ ଅପ୍ରେଲ ୧୯୪୯ – ୩୦ ଜାନୁଆରୀ ୨୦୧୦)<ref name=":0">{{cite news| url=http://www.hindu.com/2010/01/31/stories/2010013152190300.htm | location=Chennai, India | work=The Hindu | title=Former MP Brahmananda Panda passes away | date=31 January 2010}}</ref> ଜଣେ ଭାରତୀୟ ରାଜନେତା । ସେ [[ବିଜୁ ଜନତା ଦଳ]]<nowiki>ର</nowiki> ପ୍ରତିନିଧି ଭାବରେ [[ଜଗତସିଂହପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki>ରୁ</nowiki> [[୧୪ଶ ଲୋକ ସଭା]]<nowiki>କୁ</nowiki> ନିର୍ବାଚିତ ହୋଇଥିଲେ ।<ref name=":1">{{cite web |url= http://orissadiary.com/CurrentNews.asp?id=16533 |title=Former BJD MP Brahmananda Panda died, Orissa Current News |work=orissadiary.com |year=2010 |quote= Brahmananda Panda, a former Biju Janata Dal (BJD) Lok Sabha member |accessdate=17 May 2012}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
ବ୍ରହ୍ମାନନ୍ଦ ୧୯୪୯ ମସିହାର ଅପ୍ରେଲ ମାସ ୩ ତାରିଖରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name=":0" /> ତାଙ୍କ ପତ୍ନୀଙ୍କ ନାମ ନମିତା ପଣ୍ଡା ।
 
== ରାଜନୈତିକ ଜୀବନ ==
ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲରିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠରେ ସେ ଜଣେ ସାଂସଦ ଭାବରେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।<ref name=":1" />
 
==ଆଧାର==