"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Replacing Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg with File:Ulla_Lindstrom,_Sucheta_Kripalani,_Barbara_Castle,_Cairine_Wilson,_Eleanor_Roosevelt_(1949).jpg (by [[:c:User:CommonsDelinker|CommonsDel
୮ କ ଧାଡ଼ି:
 
== ସ୍ୱାଧୀନତା ପରବର୍ତ୍ତୀ==
[[ଫାଇଲ:Ulla_LindstromUlla Lindstrom,_Sucheta_Kripalani Sucheta Kripalani,_Sucheta_Kripalani Barbara Castle,_Cairine_Wilson_and_Eleanor_Roosevelt Cairine Wilson, Eleanor Roosevelt (1949).jpg|thumb|୧୯୪୯ ମସିହାରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟଙ୍କ ସହ ସୁଚେତା]]
ସ୍ୱାଧୀନତା ପରେ ସୁଚେତା ସକ୍ରିୟ ରାଜନୀତିରେ ରହି ୧୯୫୨ ସାଧାରଣ ନିର୍ବାଚନରେ ସେ ନୂଆ ଦିଲ୍ଲୀରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳଙ୍କୁ ପରାସ୍ତ କରିଥିଲେ । ସେହି ସମୟରେ ତାଙ୍କ ସ୍ୱାମୀଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ ।