"ଶ୍ରୀବଲ୍ଲଭ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୦ କ ଧାଡ଼ି:
}}
 
'''ଶ୍ରୀବଲ୍ଲଭ ପାଣିଗ୍ରାହୀ''' (୨ ସେପ୍ଟେମ୍ବର ୧୯୪୦ - ୮ ଜୁଲାଇ ୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ୨ ଥର ଓ ଲୋକ ସଭାରେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite journal |title=LIST OF MEMBERS OF ODISHA LEGISLATIVE ASSEMBLY (1951–2004) |journal=ODISHA REFERENCE ANNUAL |date=2011 |page=458 |url=http://magazines.odisha.gov.in/orissaannualreference/ORA-2011/pdf/453-501.pdf |accessdate=29 August 2020}}</ref> ୧୯୮୪, ୧୯୯୧ ଓ ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେଓଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ ଓ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite news |title=Congress leader Sriballav Panigrahi passes away |url=https://economictimes.indiatimes.com/news/politics-and-nation/congress-leader-sriballav-panigrahi-passes-away/articleshow/47999160.cms?from=mdr |accessdate=4 September 2020 |work=The Economic Times |date=9 July 2015}}</ref> ସେ ୩୩ ବର୍ଷ ବୟସରେ ନନ୍ଦିନୀ ଶତପଥୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref>{{cite news |title=Sriballav Panigrahi dies at 74 |url=https://timesofindia.indiatimes.com/city/bhubaneswar/Sriballav-Panigrahi-dies-at-74/articleshow/48017588.cms |accessdate=4 September 2020 |work=The Times of India |date=10 July 2015 |language=en}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==