"ଭାକୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ (ଦୁଇଥର ଥିବା) ତଥ୍ୟପେଡ଼ି ହଟାଗଲା
ଟିକେ Regular Character Changes
୩୨ କ ଧାଡ଼ି:
 
== ଜଳଚର ==
ଦକ୍ଷିଣ ଏସିଆର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜଳଚର ମଧୁର ଜଳ ପ୍ରଜାତି ମଧ୍ୟରୁ ଅନ୍ୟତମ । <ref>Food and Aquaculture Organization of the United Nations, Cultured Aquatic Species Information Programme: Catla catla (Hamilton, 1822) http://www.fao.org/fishery/culturedspecies/Catla_catla/en</ref> <ref>[http://www.nefisco.org/downloads/DevelopmentOfFreshwaterFishFarming.pdf Development of freshwater fish farming and poverty alleviation - A case study from Bangladesh]</ref> ଏହା ମେଳିରେ ଅନ୍ୟମାନଙ୍କ ସହିତ ମିଳିମିଶି ରହି ବଢ଼ିଥାଏ, ବିଶେଷତଃ ରୋହି ''(Labeo rohita)'' ଏବଂ ପୋହଳା ମାଛଗୁଡ଼ିକ ସହିତ । ରିପୋର୍ଟ ହୋଇଥିବା ଉତ୍ପାଦନ ସଂଖ୍ୟା ୨୦୦୦ ଦଶକରେ ତୀବ୍ର ବୃଦ୍ଧି ପାଇଛି ଏବଂ ୨୦୧୨ ରେ୨୦୧୨ରେ ବର୍ଷକୁ ପ୍ରାୟ ୨.୮ ନିୟୁତ ଟନ୍ ଥିଲା। <ref name="FAO">[http://www.fao.org/fishery/culturedspecies/Catla_catla/en Catla catla (Hamilton, 1822)] FAO Fisheries and Aquaculture Department, Cultured Aquatic Species Information Programme</ref>
 
ଭାକୁର ସ୍ଥାନୀୟ ଏବଂ ଆଞ୍ଚଳିକ ଭାବରେ ସତେଜ ବିକ୍ରି ହୁଏ ଏବଂ ଖିଆଯାଏ । ଏହା ବରଫ ଉପରେ ପରିବହନ କରାଯାଏ । ୧-୨ କିଗ୍ରା ଓଜନର ଭାକୁର ମାଛ ଗ୍ରାହକମାନଙ୍କ ଦ୍ୱାରାଗ୍ରାହକମାନଙ୍କଦ୍ୱାରା ପସନ୍ଦ କରାଯାଏ । <ref name="FAO">[http://www.fao.org/fishery/culturedspecies/Catla_catla/en Catla catla (Hamilton, 1822)] FAO Fisheries and Aquaculture Department, Cultured Aquatic Species Information Programme</ref>
 
== ଆଧାର ==
"https://or.wikipedia.org/wiki/ଭାକୁର"ରୁ ଅଣାଯାଇଅଛି