"ଇବ୍ରାହିମ ଅଲକାଜୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ବଦଳାଗଲା
ଟିକେ Regular Character Changes
୧୯ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ଅଲକାଜୀ, ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା [[ସାଉଦି ଆରବ]]ର ଜଣେ ଧନୀ ଓ ମା ଜଣେ [[କୁଏତ|କୁଏତର]] ଅଧିବାସୀ ଥିଲେ ।<ref>{{Cite news|url=https://www.indiatoday.in/magazine/profile/story/20051226-ebrahim-alkazi-the-man-who-formed-the-concept-of-indian-theatre-788808-2005-12-26|title=Ebrahim Alkazi: The man who formed the concept of Indian theatre|last=Karnad|first=Girish|date=26 December 2005|work=India Today|access-date=11 May 2020|quote=If we were to choose an individual who formed the concept of Indian theatre, it would almost certainly be Ebrahim Alkazi. But the fact that he is the offspring of a Saudi Arabian father and a Kuwaiti mother is one of those ironies with which theatre history bristles.}}</ref> ସେମାନେ ନଅ ଭାଇଭଉଣୀ ଥିଲେ । ୧୯୪୭ ମସିହାରେ, ଭାରତ ବିଭାଜନ ସମୟରେ ତାଙ୍କ ଅବଶିଷ୍ଟ ପରିବାର [[ପାକିସ୍ତାନ|ପାକିସ୍ତାନକୁ]] ଚାଲି ଯାଇଥିଲେ କିନ୍ତୁ ଅଲକାଜୀ ଭାରତରେ ରହିଥିଲେ ।<ref>{{Cite news|url=https://indianexpress.com/article/lifestyle/art-and-culture/the-world-in-an-embrace-6069030/|title=Theatre doyen Ebrahim Alkazi remembered through an exhibition|last=Kalra|first=Vandana|date=15 October 2019|work=Indian Express|access-date=11 May 2020|quote=After the Partition, while the rest of his family moved to Pakistan, Alkazi decided to stay back in India.}}</ref> ଆରବୀ, ଇଂରାଜୀ, [[ମରାଠୀ ଭାଷା|ମରାଠୀ]] ଏବଂ [[ଗୁଜରାଟୀ ଭାଷା|ଗୁଜୁରାଟୀରେଗୁଜରାଟୀରେ]] ଶିକ୍ଷିତ ଅଲକାଜୀ [[ପୁଣେ|ପୁଣେର]] ସେଣ୍ଟ ଭିନ୍ସେଣ୍ଟ ହାଇସ୍କୁଲରେ ଏବଂ ପରେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ପଢିଥିଲେ । ସେଣ୍ଟ ଜାଭିୟରର ଛାତ୍ର ଥିବାବେଳେ ସେ ସୁଲତାନ "ବବି" ପଦମସିଙ୍କ ଇଂରାଜୀ ଥିଏଟର କମ୍ପାନୀ <nowiki>''ଥିଏଟର ଗ୍ରୁପରେ''</nowiki> ଯୋଗ ଦେଇଥିଲେ । ୧୯୪୭ ମସିହାରେ ସେ [[ଲଣ୍ଡନ]]<nowiki/>ର ରୟାଲ ଏକାଡେମୀ ଅଫ ଡ୍ରାମାଟିକ ଆର୍ଟରେ ତାଲିମ ପ୍ରାପ୍ତ କରିଥିଲେ ।<ref name="hin">{{Cite news|url=http://www.hindu.com/mag/2008/02/24/stories/2008022450160500.htm|title=Theatre is revelation (Interview)|date=24 February 2008|work=[[The Hindu]]}}</ref> ସେ ଉଭୟ ଇଂରାଜୀ ଡ୍ରାମା ଲିଗ ଓ ବ୍ରିଟିଶ ବ୍ରୋଡ଼କାଷ୍ଟିଂ କର୍ପୋରେସନଦ୍ୱାରା ଇଂଲଣ୍ଡରେ ସମ୍ମାନୀତ ହୋଇଥିଲେ ଓ ସେଠାରେ କାମ କରିବାର ସୁଯୋଗ ପାଇଥିଲେ । ଅଲକାଜୀ, କିନ୍ତୁ ସେ ସବୁ ସୁଯୋଗକୁ ପ୍ରତ୍ୟାଖାନ କରି, ଭାରତ ଫେରି ନିଜର ପୁରୁଣା ନାଟକ କମ୍ପାନୀରେ ଯୋଗ ଦେଇଥିଲେ । <ref name="Le">[[Ebrahim Alkazi#Le|Leiter, p.32 - 33]]</ref>
 
== ବୃତ୍ତିଗତ ଜୀବନ ==