"ନବୀନ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୦ କ ଧାଡ଼ି:
}}
 
'''ନବୀନ ନନ୍ଦ''' (ଜନ୍ମ: ୮ ମାର୍ଚ୍ଚ ୧୯୫୯ଫେବୃଆରୀ୧୯୫୯) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।<ref name="Nabin joined Congress"/> ନବୀନ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୦ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଗୋଣ୍ଡିଆ ଓ [[ଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]] ଓ [[୧୪ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
ନବୀନ ୧୯୫୯ ମସିହାର ମାର୍ଚ୍ଚଫେବୃଆରୀ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହାଟ କିଶୋର ନନ୍ଦ ଓ ପତ୍ନୀଙ୍କ ନାମ ରଞ୍ଜିତା ନନ୍ଦ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।<ref name="Nabin Nanda">{{cite web|url=http://odishaassembly.nic.in/memberprofile.aspx?img=119|title=Shri Nabin Nanda|last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=3 August 2020}}</ref>
 
== ରାଜନୈତିକ ଜୀବନ ==