"ପର୍ଶୁରାମ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ + ଆଧାର
୯ କ ଧାଡ଼ି:
<!-- Do not add flag icons to place of birth/death, per [[WP:FLAG]] -->
| birth_place = ତୁଲୁଣ୍ଡି, ବରପାଲି, ସମ୍ବଲପୁର
| death_date = {{Death date and age|df=y|1981|8|4|1894|1|25}}
| death_date = {{Death date and age|df=y|1981|8|4|1894|1|25}}<ref>{{cite web|title=ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି|url=http://sambadepaper.com/Details.aspx?id=183032&boxid=2757396|work=ସମ୍ବାଦ|publisher=ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼|accessdate=5 August 2015}}</ref>
| death_place =
| occupation = ଉଦ୍ଭିଦ ବିଜ୍ଞାନୀ, ଶିକ୍ଷାବିତ
୧୭ କ ଧାଡ଼ି:
| awards = ପଦ୍ମଶ୍ରୀ
}}
ପର୍ଶୁରାମ ମିଶ୍ର (୨୫ ଜାନୁଆରୀ ୧୮୯୪<ref>{{cite book|title=Encyclopaedia of Education, Culture and Children's Literature: v. 3. Indian culture and education|url=http://books.google.com/books?id=3T2Ph_SmjtoC&pg=PA171|year=2009|publisher=Deep & Deep Publications|isbn=978-81-8450-150-6|pages=171–}}</ref> - ୪ ଅଗଷ୍ଟ, ୧୯୮୧) ଜଣେ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]] କୁଳପତି ଓ [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । <ref>{{cite web |url= http://www.suniv.ac.in/ |title=Welcome to Sambalpur University |work=suniv.ac.in |year=2012 |quote=The University started functioning from 1st January, 1967 with Prof.Parsuram Mishra as the first Vice-Chancellor. |accessdate=10 June 2012}}</ref> ସେ ୧୯୬୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
 
== ଜୀବନୀ ==
ପର୍ଶୁରାମ, ୨୫ ଜାନୁଆରୀ ୧୮୯୪ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।<ref>{{cite book|title=Encyclopaedia of Education, Culture and Children's Literature: v. 3. Indian culture and education|url=http://books.google.com/books?id=3T2Ph_SmjtoC&pg=PA171|year=2009|publisher=Deep & Deep Publications|isbn=978-81-8450-150-6|pages=171–}}</ref>
[[ରେଭେନ୍ସା ମହାବିଦ୍ୟାଳୟ]]ରେ ଡେମନଷ୍ଟ୍ରେଟର ଭାବରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୨୨ ମସିହାରେ ସେହି ଅନୁଷ୍ଠାନରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଓ ପରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଥାଇ, ସେ ଅବସର ଗ୍ରହଣ କରିଥିଲେ । ୧୯୫୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୧୯୬୭ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦବୀମଣ୍ଡନ କରିଥିଲେ । ସେ ଲିଡ୍ସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ପିଏଚଡି ହାସଲ କରିଥିଲେ ।<ref>[http://www.ncbi.nlm.nih.gov/pmc/articles/PMC1265385/pdf/biochemj00992-0112.pdf ଲିଡ୍ସ ବିଶ୍ୱବିଦ୍ୟାଳୟରେ ପଢୁଥିବାବେଳେ ପର୍ଶୁରାମ ମିଶ୍ରଙ୍କଦ୍ୱାରା ଲିଖିତ ଏକ ନିବନ୍ଧ]</ref> ତାଙ୍କ ଉଦ୍ୟମରେ [[ବୁର୍ଲା]]ରେ [[ଓଡ଼ିଶା]]ରଓଡ଼ିଶାର ପ୍ରଥମ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠିତ ହୋଇଥିଲା । ମିଶ୍ରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଅଛି ।<ref>{{cite web |url= http://pmiasesambalpur.org/index.htm |title=Dr.PARSHURAM  MISHRA  INSTITUTE  OF  ADVANCED STUDTY  IN  EDUCATION (PMIASE) |work=pmiasesambalpur.org |year=2012 |quote=Dr.P.M.Institute of Advanced Study in Education, Sambalpur has been named after (Late) Padmashree Dr.Parshuram Mishra, a renowned scientist |accessdate=10 June 2012}}</ref> ସେ ଅନେକ ବିଜ୍ଞାନ ସମ୍ବନ୍ଧିତ ନିବନ୍ଧ ଲେଖିଥିଲେ । ସେ କବିତା ମଧ୍ୟ ଲେଖୁଥିଲେ
୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ମୃତ୍ୟୁ ଘଟିଥିଲା ।<ref>{{cite news |title=ଆଜି ଶ୍ରାଦ୍ଧବାର୍ଷିକୀ |url=https://web.archive.org/web/20200804052649/http://sambadepaper.com/imageview_151686_2349784_4_71_04-08-2020_11_i_1_sf.html |accessdate=4 August 2020 |issuenewspaper=ସମ୍ବାଦ ୦୪/୦୮/୨୦୨୦ ଭୁବନେଶ୍ଵରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ |publisher=ସମ୍ବାଦଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼}}</ref>
|<!-- death_date = {{Death date and age|df=y|1981|8|4|1894|1|25}}<ref>{{cite web|title=ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି|url=http://sambadepaper.com/Details.aspx?id=183032&boxid=2757396|work=ସମ୍ବାଦ|publisher=ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼|accessdate=5 August 2015}}</ref> -->
 
୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ପରଲୋକ ଘଟିଥିଲା ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/epapermain.aspx?edcode=10&eddate=8%2f4%2f2017&querypage=3#|accessdate=4 August 2017|newspaper=ସମ୍ବାଦ ୦୪/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
 
== ପୁରସ୍କାର ଓ ସମ୍ମାନ ==
* [[ପଦ୍ମଶ୍ରୀ]], ୧୯୬୧ <ref>{{cite web |urltitle=Previous Awardees |url=http://www.indianetzonedashboard-padmaawards.com/51/1961_padma_shri_awardsgov.htm |titlein/?Year=1961 -1961&Name=Parsuram&Award=Padma Shri Awards |work%20Shri&Field=indianetzone.comLiterature%20and%20Education |yearwebsite=2012Padma Awards |quotepublisher=Dr.Ministry Parasuramof MisraHome LiteratureAffairs &(Govt. of EducationIndia) Orissa|accessdate=204 JuneAugust 20122020}}</ref>
<!-- <ref>{{cite web |url= http://www.indianetzone.com/51/1961_padma_shri_awards.htm |title=1961 Padma Shri Awards |work=indianetzone.com |year=2012 |quote=Dr. Parasuram Misra, Literature & Education, Orissa|accessdate=20 June 2012}}</ref>
* ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୨ (ବିବର୍ତ୍ତନ ପୁସ୍ତକ ନିମନ୍ତେ)
-->* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୨ <!-- (ବିବର୍ତ୍ତନ ପୁସ୍ତକ ନିମନ୍ତେ) --><ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା |url=http://odishasahityaakademi.org/ovation1.php |accessdate=4 August 2020}}</ref>
== ଆଧାର ==
{{Reflist|30em}}