"ଗୌର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing
୧୮ କ ଧାଡ଼ି:
}}
 
'''ଗୌର ଘୋଷ''' (୨୨ ନଭେମ୍ବର ୧୯୨୯ - ୧୦ ଡିସେମ୍ବର ୧୯୯୪) [[ଓଡ଼ିଆ କଥାଚିତ୍ର ଜଗତ]]ର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । <ref>{{cite book|title=Indian Literature|url=http://books.google.com/books?id=IZRjAAAAMAAJ|year=1992|publisher=Sahitya Akademi.}}</ref> ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ଅବଦାନ ରହିଛି ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthorsauthor2=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref>
== ବ୍ୟକ୍ତିଗତ ଜୀବନ ==
ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ [[କଟକ]]ର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ନାମ ଥିଲା ରାୟ ଗୌର । ତାଙ୍କ ପୂର୍ବପୁରୁଷମାନେ [[ପଶ୍ଚିମ ବଙ୍ଗ]]ର [[ବର୍ଦ୍ଧମାନ ଜିଲ୍ଲା|ବର୍ଦ୍ଧମାନର]] ମୂଳ ବାସିନ୍ଦା । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ [[ପାର୍ବତୀ ଘୋଷ]] ତାଙ୍କ ଧର୍ମପତ୍ନୀ ।<ref>http://www.orissadiary.com/ShowEntertainmentNews.asp?id=28018</ref> ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ୧୯୫୩ର ଚଳଚ୍ଚିତ୍ର [[ଆମରି ଗାଁ ଝୁଅ]]ରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।<ref>{{cite news|url=http://www.sambadepaper.com/Details.aspx?id=310989&boxid=24922451|accessdate=9 December 2016|newspaper=ସମ୍ବାଦ ୦୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯}}</ref> ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।<ref>{{cite news|title=ସ୍ମୃତି ଅନୁଭୂତି|url=http://sambadepaper.com/Details.aspx?id=216876&boxid=223428733|accessdate=17 December 2015|newspaper=ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨}}</ref>
"https://or.wikipedia.org/wiki/ଗୌର_ଘୋଷ"ରୁ ଅଣାଯାଇଅଛି