"ବିମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
}}<!--{{Seriesbox Aircraft Categories}}-->
|}
'''ବିମାନ''' ଏକ ଏପରି ଯନ୍ତ୍ର ଅଟେ ଯାହା ମାନବକୁ ଆକାଶରେ ଉଡ଼ିବାର ଆଉ ଯାତ୍ରା କରିବାର ସ୍ବାଧିନତା ଦେଇଥାଏ । ଏହା ମୁଖ୍ୟତ ମାନବ ଚାଳିତ ଅଟେ । ପୁରାତନ କାଳରୁ ନେଇ ଆଜି ପର୍ଯନ୍ତ ବିମାନର ମହତ୍ବ ରହି ଆସିଅଛି । ରାମାୟଣ ହେଉ କି ମହଭାରତ ହଉ, ବେଦ ହେଉ କି ଜଇନ ଗ୍ରନ୍ଥାବଳି ହଉ ସବୁ ଜାଗାରେ ବିମାନ କଥା ରହି ଆସିଛି। ଆଉ ଆଜିର ଆଧୁନିକ ଯୁଗରେ ବି ବିମାନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହି ଆଧୁନିକ ବିମାନ ପ୍ରଥମେ ରାଇଟ ଭାଇମାନେ (ଓରଭିଲ ଅଉ ବିବର ରାଇଟ) ସଫଳତାର ସହିତ ୧୯୦୩ ମସିହା [[ଡିସେମ୍ବର]] ମାସ ୧୭ ତାରିଖ ଦିନ ତିଆରି କରି ଉଡ଼ାଇ ଥିଲେ। ଅଉ ତା' ପରେ ବିମାନ ସବୁ ଉନ୍ନତରୁ ଉନ୍ନତତର ହେବାକୁ ଲଗିଲ। ପରବର୍ତି ସମୟରେ ଯାତାୟତ ଠୁ ଆଗକୁ ବଢ଼ି ଯୁଦ୍ଧରେ ବ୍ୟବହାର ହବକୁ ଲଗିଲା। ଯୁଦ୍ଧ ବିମାନ ମୁଖ୍ୟତ ଆକାଶରୁ ବୋମା, ବିସ୍ଫୋତଟକ ଓ ତୋପ ଗୋଳା ପକାଇବା ନିମନ୍ତେ ବ୍ୟବହାର ହୁଏ। ଆଜି ପର୍ଜନ୍ତ ପକାଯାଇଥିବ ସବୁଥୁ ସକ୍ତିସାଲି ପରମାଣୁ ବୋମା ବି ଏହି ଯୁଦ୍ଧ ବିମାନ ସାହାଯ୍ୟରେ ଜାପାନ ଉପରେ ପକାଯାଇଥିଲା। ଆଜି ଯୁଦ୍ଧ ବିମାନ କୌସଳ ବହୁତ ଆଗକୁ ବଢ଼ିଯାଇଛି। ମାନବ ରହିତ ଠୁ ଆରମ୍ଭକରି ଧ୍ବନି ଠାରୁ ଦ୍ରୁତ ଗତିରେ ଯିବାବାଲା ଯୁଦ୍ଧ ବିମାନ ବାହାରିଲାଣି। ଖଲି ଯୁଦ୍ଧ ବିମାନ କହିଁକି ଯାତ୍ରୀବାହି ବିମାନବି ଆଜି ବହୁତ ଉନ୍ନତ ହୋଇଯଇଛି। ୧୯୬୯ ରୁ ୨୦୦୩ ପର୍ଜନ୍ତ ଛଲୁଥିବାବାଲା ଯାତ୍ରୀବାହି ବିମାନ କଂକୋଡକଂକୋଡ୍ ଦୁନିଆର ସବଠୁ ଦ୍ରୁତଗାମି ବିମାନ ଥିଲା। ଏହା ଧ୍ବନି ଠାରୁ ଅଧିକ ଗତିରେ ଯଇପାରୁଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା କରଣରୁ ୨୦୦୩ ରେ ଏହକୁ ବନ୍ଦ କରିଦିଆ ଗଲା। ଯାତ୍ରୀବାହି ବିମାନ ପୁର୍ଣ ଭାବେ ମାନବ ରହିତ ନହେଲେବି ଏହାକୁ କିଛି ସମୟ ପାଇଁ ଚାଳକକୁ ଚାପ ମୁକ୍ତ କରିବା ନିମନ୍ତେ ସ୍ବଚାଳିତ କରିହବ।
 
==ଶବ୍ଦର ଉତ୍ପତ୍ତି==
"https://or.wikipedia.org/wiki/ବିମାନ"ରୁ ଅଣାଯାଇଅଛି