"ଦୁଃଖୀରାମ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜନ୍ମ
ଟିକେ removing htttp from website, url is the right place for links
୨୧ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନ ==
ଦୁଃଖୀରାମ, ୧୯୨୫ ମସିହାରେ ଜଗତସିଂହପୁର ଜିଲ୍ଲାର ଦରବାଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |title=ଆଜି ଜନ୍ମଦିନ |url=http://sambadepaper.com/epaper/1/71/2020-04-23/1 |website=http://sambadepaper.com/ |publisher=ସମ୍ବାଦ |accessdate=23 April 2020 |archiveurl=http://web.archive.org/save/http://sambadepaper.com/epaper/1/71/2020-04-23/1 |archivedate=23.04.2020}}</ref> ସ୍କୁଲରେ ପଢିବା ଦିନରୁ ଦୁଃଖୀରାମ ଅଭିନୟ ନିଶାରେ ପଡି ଯାଇଥିଲେ । ଘରେ ମାଡ ଗାଳି ଖାଉଥିବା ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲେ । ଅଭିନୟ ପାଇଁ ଘର ଛାଡ଼ି, [[କଟକ]] ଚାଲି ଆସି [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ, କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟରେ ନିମ୍ମୋଜିତ କରିଥିଲେ ।<ref name="Nanda2001">{{cite book|author=Candraśekhara Nanda|title=Anubhūti darpaṇare Oḍiā nāṭaka|url=http://books.google.com/books?id=1JtjAAAAMAAJ|year=2001|publisher=Oḍiśā Saṅgīta Nāṭaka Ekāḍemī}}</ref> "ସଦାନନ୍ଦ ନାଟ୍ୟ ନିକେତନ" ଓ "ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ" ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।<ref>http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg</ref>
୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମଙ୍କର ମୃତ୍ୟୁ ଘଟିଥିଲା ।