"ପବିତ୍ର ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୧ କ ଧାଡ଼ି:
}}
'''ପବିତ୍ର ପାଣିଗ୍ରାହୀ''' ( ଜନ୍ମ : ୫ ଜୁନ ୧୯୬୩), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ।<ref name="Patnaik2015">{{cite book|author=Auro Varat Patnaik|title=Beauty Beyond Beauty|url=https://books.google.com/books?id=cbh4CgAAQBAJ&pg=PA15|date=2 February 2015|publisher=timepass|isbn=978-81-908537-3-6|pages=15–}}</ref> ସେ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।
 
== ବ୍ୟକ୍ତିଗତ ଜୀବନ ==
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।<ref>{{cite news |title=କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |url=https://samajaepaper.in/imageview_27_117202003050117_4_71_11-07-2020_17_i_1_sf.html |accessdate=11 July 2020 |issue=ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭ |publisher=ସମାଜ}}</ref>
 
== ସାହିତ୍ୟ ସର୍ଜନା ==
Line ୫୩ ⟶ ୫୬:
* ମିଛ
* ପ୍ରେମିକା
* ପ୍ରେମଗଳ୍ପ <!-- <ref>{{cite journal|first=କଥା|issue=ଡିସେମ୍ବର ୨୦୧୭|pages=୪୪|accessdate=26 December 2017}}</ref> -->
 
== ସମ୍ମାନ ଓ ପୁରସ୍କାର ==
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], -୨୦୧୫ ( କ୍ଷୁଦ୍ରଗଳ୍ପ ସଂକଳନ 'ଗପର ମୁହଁ ପାଇଁ)<ref>{{cite news |title=୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା |url=https://sambadepaper.com/imageview_140827_2387635_4_71_11-07-2020_3_i_1_sf.html |accessdate=11 July 2020 |issue=ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ସମ୍ବାଦ}}</ref>
* ରାଜଧାନୀ ପୁସ୍ତକମେଳା ଗଳ୍ପ ପୁରସ୍କାର
* ପ୍ରଜାତନ୍ତ୍ର ବିଷୁବ ମିଳନ ଗଳ୍ପ ପୁରସ୍କାର
Line ୬୩ ⟶ ୬୬:
* ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
* ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର<ref>{{cite news |title=ଅଳ୍ପ ଆଳାପ |url=http://sambadepaper.com/epaper/1/71/2020-04-12/1 |accessdate=12 April 2020 |issue=ସମ୍ବାଦ ୧୨/୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ |archiveurl=http://web.archive.org/save/http://sambadepaper.com/epaper/1/71/2020-04-12/1 |archivedate=୧୨/୦୪/୨୦୨୦}}</ref>
 
== ବ୍ୟକ୍ତିଗତ ଜୀବନ ==
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।<ref>{{cite news |title=କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |url=https://samajaepaper.in/imageview_27_117202003050117_4_71_11-07-2020_17_i_1_sf.html |accessdate=11 July 2020 |issue=ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭ |publisher=ସମାଜ}}</ref>
 
== ଆଧାର ==
{{ଆଧାର}}
 
{{ଓଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{Authority control}}
 
[[ଶ୍ରେଣୀ:୧୯୬୩ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]