"ପବିତ୍ର ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୦ କ ଧାଡ଼ି:
 
}}
'''ପବିତ୍ର ପାଣିଗ୍ରାହୀ''' ( ଜନ୍ମ : ୫ ଜୁନ ୧୯୬୩), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ।<ref name="Patnaik2015">{{cite book|author=Auro Varat Patnaik|title=Beauty Beyond Beauty|url=https://books.google.com/books?id=cbh4CgAAQBAJ&pg=PA15|date=2 February 2015|publisher=timepass|isbn=978-81-908537-3-6|pages=15–}}</ref> ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ
 
== ସାହିତ୍ୟ ସର୍ଜନା ==
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ।<ref>{{cite news |title=କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |url=https://samajaepaper.in/imageview_27_117202003050117_4_71_11-07-2020_17_i_1_sf.html |accessdate=11 July 2020 |issue=ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭ |publisher=ସମାଜ}}</ref> ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ''ପ୍ରେମିକର ଦଶାବତାର'' ମଧ୍ୟ ପ୍ରକାଶ କରିଥିଲେ । ''ବସନ୍ତ ମୁଦୁଲୀ ସ୍ମୃତି ସଂସଦ'' ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।<ref>http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece</ref>
 
== ରଚନାବଳୀ ==
Line ୬୨ ⟶ ୬୩:
* ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
* ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର<ref>{{cite news |title=ଅଳ୍ପ ଆଳାପ |url=http://sambadepaper.com/epaper/1/71/2020-04-12/1 |accessdate=12 April 2020 |issue=ସମ୍ବାଦ ୧୨/୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ |archiveurl=http://web.archive.org/save/http://sambadepaper.com/epaper/1/71/2020-04-12/1 |archivedate=୧୨/୦୪/୨୦୨୦}}</ref>
 
== ବ୍ୟକ୍ତିଗତ ଜୀବନ ==
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।<ref>{{cite news |title=କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |url=https://samajaepaper.in/imageview_27_117202003050117_4_71_11-07-2020_17_i_1_sf.html |accessdate=11 July 2020 |issue=ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭ |publisher=ସମାଜ}}</ref>
 
== ଆଧାର ==
{{ଆଧାର}}